ଜୁନାଗଡରେ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ : ସାମ୍ବାଦିକଙ୍କୁ ଅଣଦେଖା

ଜୁନାଗଡ,୬/୩ : ଜୁନାଗଡ ଠାରେ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ନୂର୍ଯ୍ୟ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଡିଓ ଦୂଲାରାମ ମାରାଣ୍ଡି ଓ ଟଙ୍କଧର ମାଝୀ ପ୍ରମୂଖ ମଞ୍ଚାସିନ ଥିଲେ । ଏହି ଉତ୍ସବରେ ଚାରିଆଡେ ବିଜେପିର ଲୋକ ବସିଥିଲେ । ଅନ୍ୟ ଦଳର ନେତା କିମ୍ବା କର୍ମୀ ଦେଖାଯାଉନଥିଲେ । ଏଠାରେ ସୂଚନାଯୋଗ୍ୟଯେ, ଆଜିକୁ ଦୁଇବର୍ଷ ହେଲା ଜୁନାଗଡ ବ୍ଲକ ପ୍ରଶାସନ କାର୍ଯ୍ୟକ୍ରମ ମାନଙ୍କରେ ସାମ୍ବାଦିକ ମାନଙ୍କୁ ଡାକୁନାହାନ୍ତି । ସାମ୍ବାଦିକ ମାନଙ୍କୁ ବ୍ଲକ ପ୍ରଶାସନ ଅଣଦେଖା କରୁଥିବାରୁ ଜୁନାଗଡ ଅଞ୍ଚଳର ସଚେତନ ନାଗରିକ ଓ ବୁଦ୍ଧିଜୀବି ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

Omkar Vasthu
Omkar Vasthu
ଜୁନାଗଡରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.