ଯୁବରାଣୀ ସାହୁ ନିଦ୍ୱର୍ନ୍ଦରେ ହେଲେ ବମକ ନାଏବ ସରପଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ପଞ୍ଚାୟତରେ ଯୁବରାଣୀ ସାହୁ ନିଦ୍ୱର୍ନ୍ଦରେ ନାଏବ ସରପଞ୍ଚ ମନୋନୀତ ହେଇଛନ୍ତି । ସେ ନାଏବ ସରପଞ୍ଚ ମନୋନୀତ ହେବା ପରେ ତାଙ୍କୁ ଗ୍ରାମପଞ୍ଚାୟତ ଓ ୱାର୍ଡ଼ ସଭ୍ୟସଭ୍ୟାଙ୍କ ତରଫରୁ ସ୍ୱାଗତସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେ ସରପଞ୍ଚଙ୍କ ସହିତ ମିଶି ବମକ ଗ୍ରାମପଞ୍ଚାୟତର ବିକାଶ ଦିଗରେ ସହାୟକ ହେବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.