ତେରେସିଙ୍ଗା ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ଅକାଳ ବିୟୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପଂଚାୟତର ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ଆଜି ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୩ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ସ୍ବର୍ଗତା ନାଏକ ତେରେସିଙ୍ଗା ପଂଚାୟତର ପ୍ରଥମ ମହିଳା ସରପଞ୍ଚ ଭାବେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଦାୟିତ୍ୱରେ ଥାଇ ବହୁ ଜନହିତକର କାର୍ଯ୍ୟ କରିଥିଲେ । ତାଙ୍କ ସ୍ୱାମୀ ଯୁଗଳ କିଶୋର ନାଏକ ଜଣେ ଜଣାଶୁଣା ସମାଜସେବୀ ଅଟନ୍ତି । ଜୟଶ୍ରୀଙ୍କ ଅକାଳ ବିୟୋଗରେ କର୍ଲାମୁଣ୍ଡା ପ୍ରେସ କ୍ଲବ, ତେରେସିଙ୍ଗା ଗ୍ରାମ୍ୟ କମିଟି ସମେତ ବହୁ ଅନୁଷ୍ଠାନ ଗଭୀର ଶୋକପ୍ରକଟ କରି ଅମର ଆତ୍ମା ର ସଦଗତି କାମନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.