ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ ପାଣିମୁଣ୍ଡା ବିଟର ଭାଲୁଚଞ୍ଚରା ଡୁଙ୍ଗରିରେ ଗୁରୁବାର ସନ୍ଧ୍ୟାରୁ ନିଆଁ ଲାଗି ବ୍ୟାପିବାରେ ଲାଗିଛି । ଏହାକୁ ନେଇ ଭାଲୁଚଞ୍ଚରା ଓ ପାଟଭାଲେର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।