ବିଜେପୁରରେ ପ୍ରବଳ ବର୍ଷା ସହିତ ଝଡ଼ ତୋଫାନ: ଭାଙ୍ଗିଲା ବିରାଟ ଆମ୍ବଗଛ, ରାସ୍ତା ଅବରୋଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ଅଞ୍ଚଳରେ ଆଜି ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ହୋଇଛି । ଏଥି ଯୋଗୁଁ ବିଜେପୁର ଛକରେ ଥିବା ଏକ ବିରାଟ ଆମ୍ବଗଛ ଭାଙ୍ଗି ମୁଖ୍ୟ ରାସ୍ତା ଉପରେ ପଡ଼ିଯିବାରୁ ଦୀର୍ଘ ସମୟ ଯାଏଁ ବିଜେପୁର-କଲ୍ୟାଣସିଂହପୁର ରାସ୍ତା ଅବରୋଧ ହୋଇ ରହିଥିଲା । ଏ ସଂପର୍କରେ ଖବର ପାଇ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗର ଇନ୍ସପେକ୍ଟର ମନୋରଞ୍ଜନ ପାଢ଼ୀଙ୍କ ନେତ୍ରୁତ୍ବରେ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ହଟାଇଥିଲେ । ଅଗ୍ନିଶମ ବିଭାଗର ଉଦ୍ୟମ ଯୋଗୁଁ ରାସ୍ତା ଅବରୋଧ ହଟିବା ସହିତ ଯାତାୟତ ସ୍ବାଭାବିକ ହୋଇପାରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.