ଭୁଆଳ ପୋଖରୀ ୬ମୌଜା ସତ୍ୟନାରାୟଣ ବାଦୀ ପାଲା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଯାଜପୁର (କାଦମ୍ବିନୀ ପତ୍ରୀ): କୋରେଇ ପଞ୍ଚାୟତ ସମିତିର ଅମୃତିଆ ଗ୍ରାମ ପଞ୍ଚାୟତର ବହୁ ପୁରାତନ (ପ୍ରାୟ ୫୦୦ ବର୍ଷରୁ ଉର୍ଦ୍ଧ) ଭୁଆଳ ପୋଖରୀ ସତ୍ୟନାରାୟଣ ବାଦୀ ପାଲା ଆଜି ଉଦଯାପିତ ହେବାକୁ ଯାଉଥିବା ଅନୁଷ୍ଠାନର ସଭାପତି ସୁଦର୍ଶନ ମାଲିକ ଠାରୁ ସୂଚନା ମିଳିଛି । ଦୀର୍ଘ ୬ଦିନ ବ୍ଯାପି ତଥା ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ବାଦୀ ପାଲାକୁ ଅନ୍ତରଙ୍ଗ,କାକଟପୁରର ଗାୟକ ତ୍ରିଲୋଚନ ନାୟକ ଏବଂ ସାଥିଙ୍କ ସହ ଜଗତସିଂହପୁର ଅଞ୍ଚଳର ଗାୟକ ସୁଧାକର-ଅଭିମନ୍ୟୁ ନାୟକ ଏବଂ ସାଥି ପରିବେଷଣ ପାଲାପ୍ରେମି ମାନଙ୍କ ମନମୁଗ୍ଧ କରିବା ଦେଖିବାକୁ ମିଳିଥିଲା । ଶେଷରେ ଦୁଇ ବାଦୀ ପାଲା ଗାୟକ ସତ୍ୟନାରାୟଣଙ୍କ ନିକଟରେ ଭୁଆଳ ପୋଖରୀ ୬ ମୌଜାର ସମସ୍ତ ଗ୍ରାମ ବାସୀ ଏବଂ ଅନୁଷ୍ଠାନର କର୍ମକତ୍ତା ମଙ୍ଗଳ କାମନା କରି ଆଜି ବାଦୀପାଲାକୁ ଉଦଯାପିତ କରିବାଥିବା ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.