ଘରେ ଘରେ ପୃଷ୍ଟି ପ୍ରୟାସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଅପପୃଷ୍ଟି ଓ କୁପୋଷଣକୁ ରୋକିବା ନେଇ ରାଜ୍ୟ ସରକାର ଏକ ନୃତନ ଯୋଜନା ପ୍ରଣୟନ କରିଛନ୍ତି। ଯାହାକୁ ନେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନିର୍ଦ୍ଧେଶ ଅନୁଯାୟୀ ଉଦ୍ୟାନକୃଷି ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକରେ ଘରେ ଘରେ ପୃଷ୍ଟି ପ୍ରୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ମଧ୍ୟ ଉଦ୍ୟାନ ବିଭାଗ ତରଫରୁ ଅପପୃଷ୍ଟିର ସମାଧାନ ପାଇଁ ହିତାଧିକାରୀ ପରିବାରଙ୍କୁ ଉନ୍ନତ ମାନର ଫଳଚାର (ସଜନା, ଅମୃତଭଣ୍ଡା, କଦଳୀ, ଲେମ୍ବୁ) ଓ ବିଭିନ୍ନ ପନିପରିବା ବିହନକୀଟ୍ ମାଗଣାରେ ଯୋଗେଇ ଦିଆଯାଉଛି। ଏଥିରେ ମ.ରାମପୁର ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର ନାଗ, ଉଦ୍ୟାନ ଅଧିଦର୍ଶକ କୁମରମଣି ନାଗ ପ୍ରମୁଖ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.