କଟକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଜଳଛତ୍ର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଟକ: କଟକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଖାନନଗର ନୟାଚୌକ, ଲିଙ୍କ୍ ରୋଡ ସ୍ଥିତ ସାବିତ୍ରୀ ମେଡ଼ିସିନ୍ ଷ୍ଟୋର ସାମ୍ନା ଏକ ଜଳଛତ୍ର କେନ୍ଦ୍ର ଖୋଲା ଯାଇ ଦହିପାଣି ବଣ୍ଟନ କରାଯାଇଅଛି। ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରା, ଉତ୍କଳ ଯାଦବ ମହାସଭା ସଂଯୋଜକ ନନ୍ଦଲାଲ ସିଂ ଯାଦବ, କଟକ ଜିଲ୍ଲା ଯାଦବ ମହାସଭା ସଭାପତି ସମର ବେହେରା, ସମ୍ପାଦକ ତୀର୍ଥବାସୀ ବେହେରା, କଟକ ନଗର ଯାଦବ ମହାସଭା ସମ୍ପାଦକ ସମରଜିତ୍ ବେହେରା, କଟକ ସଦର ଯାଦବ ମହାସଭା ସଭାପତି ବିନୋଦ ବେହେରା, ଉପ ସଭାପତି ସୁବୋଧ ବେହେରା, ସମ୍ପାଦକ ଚିତ୍ତରଞ୍ଜନ ବେହେରା, ଜିଲ୍ଲା ଯୁବ ସଭାପତି କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ସମ୍ପାଦକ ପ୍ରିତିରଞ୍ଜନ କାଠୁଆ, କର୍ପୋରେଟର ଗୋପାଳ ଚନ୍ଦ୍ର ବେହେରା, ଅକ୍ଷୟ କୁମାର ବେହେରା, ରମେଶ ଚନ୍ଦ୍ର ଚେମେଇ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହିମାଂଶୁ ଶେଖର ବେହେରା, ପ୍ରଭାତ କୁମାର ବେହେରା, ପ୍ରସନ୍ନ ବେହେରା, ତରୁଣ ଯାଦବ, ପ୍ରେମାନନ୍ଦ ବେହେରା, ନିବ୍ରତ କୁମାର ବେହେରା, ଧ୍ରୁବ ଚରଣ ବେହେରା, ଧରଣୀଧର ବେହେରା, ସତ୍ୟଜିତ ପରିଡ଼ା, ଦିଗବିଜୟ ବେହେରା, ରଘୁନାଥ ପରିଡ଼ା, ପୁରୁଷୋତ୍ତମ ବେହେରା, ଗୌରାଙ୍ଗ ବେହେରା, ଫଗୁନାଥ ବେହେରା, ତାପସ ବେହେରା, ସୁଧାଂଶୁ ଶେଖର ବେହେରା ବିଶ୍ୱଜିତ୍ ପରିଡ଼ା, ସମର୍ଜିତ୍ ସ୍ବାଇଁ, ଲିପୁନ୍ ବେହେରା, ଶ୍ରେୟାନ ବେହେରା, ଧୀରେନ୍ଦ୍ର ବେହେରା, ବୁଲେଇ ବେହେରା, ପ୍ରସନ୍ନ କୁମାର ବେହେରା ଓ ସୁଶାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.