ଶ୍ରାବଣ ମାସର ଅନ୍ତିମ ସୋମବାର : ମହାଦେବଙ୍କ ଜୟଘୋଷରେ ଗୁଞ୍ଜରିତ ହେଉଛି ଶିବାଳୟ

ବାରାଣାସୀ,୧୨/୮ : ଆଜି ପବିତ୍ର ଶ୍ରାବଣ ମାସର ଚତୁର୍ଥ ତଥା ଅନ୍ତିମ ସୋମବାର । ଭଗବାନ ଭୋଳାନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ମନ୍ଦିର ମାନଙ୍କରେ ପରିଳକ୍ଷିତ ହେଉଛି । ଦିଲ୍ଲୀ, ବାରାଣାସୀ, ବିହାର, ଝାରଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା ପ୍ରତ୍ୟକ ଯାଗାରେ ଭଗବାନ ଶିବ ଶଙ୍କରଙ୍କୁ ଜଳଲାଗି କରିବାପାଇଁ ଭକ୍ତଙ୍କ ଲମ୍ବା ଧାଡି ଦେଖାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାରାଣାସୀ, ଏହ୍ଲାବାଦ, ଝାନସୀ, କାନପୁର, ଲକ୍ଷ୍ନୋ, ମେରଠ, ଭୁବନେଶ୍ବର ସହିତ ଅନେକ ସହରରେ ପ୍ରାତଃ କାଳରୁ ଲୋକମାନେ ଶିବ ମନ୍ଦିର ବାହାରେ ପ୍ରବଳ ଭିଡ ଜମେଇଥିବା ଦେଖାଯାଇଛି । ବାରାଣାସୀର କାଶି ବିଶ୍ବନାଥ ମନ୍ଦିର, ଏହ୍ଲାହାବାଦରେ ମନ କାମେଶ୍ବର ମନ୍ଦିର ଆଖପାଖରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।  ମହାଦେବଙ୍କ ଜୟଘୋଷରେ ମନ୍ଦିର ସବୁ ଗୁଞ୍ଜରିତ ହୋଇ ଉଠୁଛି ।

Udyog Nursery
Udyogi Nursery

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.