ଶ୍ରାବଣ ମାସର ଅନ୍ତିମ ସୋମବାର : ମହାଦେବଙ୍କ ଜୟଘୋଷରେ ଗୁଞ୍ଜରିତ ହେଉଛି ଶିବାଳୟ

ବାରାଣାସୀ,୧୨/୮ : ଆଜି ପବିତ୍ର ଶ୍ରାବଣ ମାସର ଚତୁର୍ଥ ତଥା ଅନ୍ତିମ ସୋମବାର । ଭଗବାନ ଭୋଳାନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ମନ୍ଦିର ମାନଙ୍କରେ ପରିଳକ୍ଷିତ ହେଉଛି । ଦିଲ୍ଲୀ, ବାରାଣାସୀ, ବିହାର, ଝାରଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା ପ୍ରତ୍ୟକ ଯାଗାରେ ଭଗବାନ ଶିବ ଶଙ୍କରଙ୍କୁ ଜଳଲାଗି କରିବାପାଇଁ ଭକ୍ତଙ୍କ ଲମ୍ବା ଧାଡି ଦେଖାଯାଇଛି ।

ବାରାଣାସୀ, ଏହ୍ଲାବାଦ, ଝାନସୀ, କାନପୁର, ଲକ୍ଷ୍ନୋ, ମେରଠ, ଭୁବନେଶ୍ବର ସହିତ ଅନେକ ସହରରେ ପ୍ରାତଃ କାଳରୁ ଲୋକମାନେ ଶିବ ମନ୍ଦିର ବାହାରେ ପ୍ରବଳ ଭିଡ ଜମେଇଥିବା ଦେଖାଯାଇଛି । ବାରାଣାସୀର କାଶି ବିଶ୍ବନାଥ ମନ୍ଦିର, ଏହ୍ଲାହାବାଦରେ ମନ କାମେଶ୍ବର ମନ୍ଦିର ଆଖପାଖରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।  ମହାଦେବଙ୍କ ଜୟଘୋଷରେ ମନ୍ଦିର ସବୁ ଗୁଞ୍ଜରିତ ହୋଇ ଉଠୁଛି ।


For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.