ସଙ୍ଗୀତ ମଣଷିକୁ ସୁସ୍ଥ ରଖିବାରେ ଯଥେଷ୍ଟ ସହାୟକ ହୋଇଥାଏ – ମନ୍ତ୍ରୀ ପଦ୍ମନାଭ ବେହେରା

ସୁବର୍ଣ୍ଣପୁର ସଙ୍ଗୀତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଶ୍ରାବଣୀ ୨୦୧୯’

ସୋନପୁର,୧୨/୮ : ସୁବର୍ଣ୍ଣପୁର ସଙ୍ଗୀତ ମହାବିଦ୍ୟାଳୟର ଦ୍ବିତୀୟ ବାର୍ଷିକ ଉତ୍ସବ ତଥା ପ୍ରଖ୍ୟାତ ସଙ୍ଗୀତଜ୍ଞ ପଣ୍ଡିତ ବିଷ୍ଣୁ ନାରାୟଣ ଭାତଖଣ୍ଡେଙ୍କ ଜୟନ୍ତୀ ଅବସରରେ ଶାସ୍ତ୍ରୀୟ ସଙ୍ଗୀତର ସ୍ୱର୍ଣ୍ଣିମ ସ୍ମୃତଧାରା ‘ଶ୍ରାବଣୀ-୨୦୧୯’ ସ୍ଥାନୀୟ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ ମହାବିଦ୍ୟାଳୟର ଉପସଭାପତି ପବତ୍ରି ନେଗୀଙ୍କ ସଭାପତତ୍ୱିରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ବାଣିଜ୍ୟ ଓ ପରବିହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତଥିି ଭାବରେ ଯୋଗଦେଇ ସଙ୍ଗୀତଜ୍ଞ ଭାତଖଣ୍ଡଙ୍କ ଜୀବନୀ ଉପରେ ଆଲୋକପାତ କରବା ସହ ସଙ୍ଗୀତ ମଣଷିକୁ ସୁସ୍ଥ ରଖିବାରେ ଯଥେଷ୍ଟ ସହାୟକ ହୋଇଥାଏ ବୋଲି ମତ ପ୍ରକାଶ କରଥିି ଲେ । ଏଥିରେ ସମ୍ମାନତି ଅତଥିି ଭାବରେ ସମାଜସେବୀ ଶ୍ରୀବତ୍ସ ମଲ୍କିକ, ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗରୁ ଶ୍ରୀ ଶୁଭ୍ରାଶୁଂ ଶେଖର ମିଶ୍ର, ସମ୍ପାଦକ ଦିଲ୍ଲୀପ ପାତ୍ର ପ୍ରମଖ ଯୋଗଦଦେଇ କାର୍ଯ୍ୟକ୍ରମର ଆଭିମୂଖ୍ୟ ଉପରେ ଆଲେକପାତ କରି ସଙ୍ଗୀତ ଯୁଗେ ଯୁଗେ ପୂଜ୍ୟ ବେଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରଥିି ଲେ । ଏହି ଅବସରରେ ଅନୁଷ୍ଠିତ ‘ଶ୍ରାବଣୀ-୨୦୧୯’ରେ ଗରୁ ଶ୍ରୀ ଶଭ୍ରାଶୁଂ ଶେଖର ମଶ୍ରି, ଖରଆରର ସୁଶ୍ରୀ ସ୍ୱୟଂପ୍ରଭା, ପଦ୍ମପରୁର ଆର‌ଦ୍ଧ୍ୟା ଆଦ୍ୟାଶକ୍ତି ତ୍ରିପାଠୀ, ବଲାଙ୍ଗିରର ପ୍ରଭଞ୍ଜନ ମଶ୍ରି, ଦପିଞ୍ଜଳୀ ମଶ୍ରି ପ୍ରମଖୁ ଶାସ୍ତ୍ରୀୟ ସଙ୍ଗୀତ ପରବେଷଣ କରଥିିଲେ ।

Omkar Vasthu
Omkar Vasthu
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.