ଡ୍ରେନେଜ ବ୍ୟବସ୍ଥା ଫେଲ ଯୋଗୁ ଘରେ ପଶିଲା ପାଣି

ସୋନପୁର,୧୩/୮ : ମୈାସୁମି ବର୍ଷା ପୂର୍ବରୁ ସୋନପୁର ପୈାର ପରିଷଦ ଅଚଂଳରେ ଡ୍ରେନ ଗୁଡିକର ବ୍ୟବସ୍ଥା ସୁଧାରିବା କୁ ପ୍ରଶାଶନର ର ନିର୍ଦେଶ ରହଥିଲେବି ଡ୍ରେନ ଗୁଡିକର ବ୍ୟବସ୍ଥା ସୁଧାରିବାର ରେ ସୋନପୁର ପୈାର ପରିଷଦ ଫେଲ ମାରିଛି । ଗତ ଦୁଇଦିନ ଧରି ହୋଇଥିବା ଲଘୁଚାପ ବର୍ଷାରେ ଗୋକନେଶ୍ୱର ପଡାର ଅବସ୍ଥା ବେହାଲ ହୋଇପଡିଛି । ପଡାର ୪ ଟି ଘରକୁ ପାଣି ପଶିଥିବା ବେଲେ ଆମ୍ବେଦକର ଛକରୁ ବ୍ଲକ ଛକ ରାସ୍ତା ଉପରେ ମଧ୍ୟ ବର୍ଷା ପାଣି ପ୍ରଭାହିତ ହେଉଛି । ଘର ଗୁଡିକରେ ପାଣି ପଶିଥିବାରୁ ୪ଟି ପରିବାର ଅସୁବିଧାର ସମ୍ମୁଖିନ ହୋଇଥିବା ଅଭିଯୋଗ କରିଛନ୍ତି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.