ଦିବଂଗତ ସହପାଠୀଙ୍କୁ ପୁରାତନ ଶିକ୍ଷାର୍ଥୀଙ୍କ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସରିଆଁ ର ରଜତ ଜୟନ୍ତୀ ଅବସରରେ ପୁରାତନ ଶିକ୍ଷାର୍ଥୀ ମାନେ ଏକତ୍ରିତ ହୋଇ। ତେବେ ୨୦୦୩ ବ୍ୟାଚ ବନ୍ଧୁମିଳନରେ ଦେଖିବାକୁ ମିଳିଥିଲା ଅବେଗପୂର୍ଣ୍ଣ ମୁହୂର୍ତ୍ତ। ଉକ୍ତ ବ୍ୟାଚର ଛାତ୍ରୀ ରାଜେଶ୍ୱରୀ ଛତ୍ରିଆ (ମୁଗ୍ରି) ଇହଧାମ ତ୍ୟାଗ କରିସାରି ଥିବାରୁ ସହପାଠୀମାନେ ଶୋକ ପ୍ରକାଶ କରିଥିଲେ। ତାଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ସେମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦିବଂଗତ ରାଜେଶ୍ୱରୀ ଜଣେ ଉତ୍ତମ ଛାତ୍ରୀ ତଥା ସମସ୍ତଙ୍କର ଭଲ ବନ୍ଧୁ ଥିଲେ, ତାଙ୍କ ସ୍ଥାନ ଅଧୁରା ରହିବ ବୋଲି ମତ ପ୍ରକାଶ ପାଇଥିଲା। ଏଥିରେ କେଦାର ମାଝୀ, ଧିରୋଜ ପଟ୍ଟନାୟକ, କୁମୁଦିନୀ ଭୋଇ, ହେମନ୍ତ ମହାପାତ୍ର, ଲଳିତ ସାହୁ, ମୁରଲୀ ମାଝୀ, ବେଲାଲ ଶବର, କବିତା ଭୋଇ, ସୁଜାତା ଭୋଇ, ସଂଯୁକ୍ତା ସାହୁ, କୌଶଲ୍ୟା ଡାକୁଆ, ଗୀତା ଧଙ୍ଗଡ଼ାମାଝୀ, ମମତା ଭୋଇ, ରୀନା ସାହୁ, ଓମ ପ୍ରକାଶ ଭୋଇ, ରୋମାଞ୍ଚଳ ସାହୁ, କୁନ୍ତଳା ଯାନୀ, ଦୀନେଶ ସାହୁ, ନିରଞ୍ଜନ ସାହୁ, ଲିଙ୍ଗରାଜ ଶବର, ହିମାଦ୍ରୀ ଭୋଇ, ଉଗ୍ରେ ଗଉଡ, ଗୌତମ ଶବର, ଝସକେତନ ସାହୁ, ମନ୍ଦାକିନୀ ଭୋଇ, ସୁନୀଲ ନାଏକ, ପଦ୍ମିନୀ ମାଝୀ, କୁରୁପତି ଶବର, ଅର୍ଜୁନ ଗଉଡ଼, ଯୁଧୂଷ୍ଠିର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.