ରୁପି ହେଉଛି କି? ଲଗାନ୍ତୁ ଘିକୁଆଁରୀ

ଶୀତଦିନେ ଅଧିକ କେଶ ସମସ୍ୟା ଦେଖା ଦେଇଥାଏ। ଏହାକୁ ଦୂର କରିବା ପାଇଁ କେତୋଟି ସହଜ ଉପାୟ। ଯେମିତିକି ସହଜରେ ମିଳୁଥିବା ଘିକୁଆଁରୀ ।
ତେବେ ଆସନ୍ତୁ ଜାଣିବା ଘିକୁଆଁରୀକୁ ବ୍ୟବହାର କରି ରୁପି ସମସ୍ୟା କିପରି ଦୂରହୁଏ।

Omkar Vasthu
Omkar Vasthu


– ୨ଚାମଚ ‘ଘିକୁଆଁରୀ’ ସହ ଗୋଟେ ଅଣ୍ଡାର ଧଳା ଅଂଶ ମିଶାଇ। ଏଥିରେ ଗୋଟିଏ ଅଣ୍ଡାର ଧଳା ଅଂଶର ଏକ ମିଶ୍ରଣ ପ୍ରସ୍ତୁତ କରି କେଶ ମୂଳରେ ଭଲ ଭାବରେ ମାଲିସ କରନ୍ତୁ ଏହା ଦ୍ୱାରା କେଶ ମୂଳ ସଫା ରହିବ ସହ କେଶକୁ ପ୍ରୋଟିନ ମଧ୍ୟ ମିଳେ।

Pearl dental clinic
Near Ashish Medical Store, Bhawanipatna


– ଘିକୁଆଁରୀରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ରହିଛି ଏଥି ଯୋଗୁ ଆଲୋଭେରା କେଶରୁ ରୂପି ଦୂର କରିଥାଏ। ଏଥିପାଇଁ ଦୁଇ ଚାମଚ ଘିକୁଆଁରୀରେ ଏକ ଚାମଚ ମହୁ ଏବଂ ବାଦାମ ତେଲ ମିଶାଇ ଲଗାଇଲେ ରୂପି ସମସ୍ୟା ଦୂର ହୁଏ।

Udyog Nursery
Udyogi Nursery


– କିଛି ଜବା ଫୁଲର ରସରେ ୨ଚାମଚ ଦହି ଓ ଲେମ୍ବୁ ମିଶାଇ ଲଗାଇଲେ ରୂପି ହୁଏ ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.