ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବପୀଠରେ ବିଶ୍ବଶାନ୍ତି ମହାଶୈବ ଯଜ୍ଞ

ଖୋର୍ଦ୍ଧା,୮/୨(ବଳରାମ ତରାଇ): ଖୋର୍ଦ୍ଧା ଜିଲ୍ଲା ହାଟବରଡିହ ଗ୍ରାମର ଅଧିଷ୍ଠାତା ଦେବ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବପୀଠରେ ବିଶ୍ବଶାନ୍ତି ମହାଶୈବ ଯଜ୍ଞ ୭ଦିନ ଧରି ଅନୁଷ୍ଠିତ ହେଉଛି। ଏହା ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୯ତାରିଖ ଯାଏଁ ଚାଲିବ। ପୁରୋହିତଙ୍କ ମନ୍ତ୍ରପାଠ ଓ ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳିରେ ଚର୍ତୁଦ୍ଦିଗ ମୁଖରିତ ହୋଇଉଠୁଛି।ଝୁଣା, ଅଗୁରୁ, ଚନ୍ଦନର ବାସ୍ନାରେ ଚାରିଆଡ଼େ ଭକ୍ତିମୟ ହୋଇଯାଉଛି ପରିବେଶ। ଯଜ୍ଞ ଦେଖିବାକୁ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି। ଆସନ୍ତାକାଲି ଶେଷ ଦିନରେ ପୂର୍ଣ୍ଣାହୁତି ହେବ ଏବଂ ସମସ୍ତ ଦର୍ଶନାର୍ଥୀଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରଖଯାଇଛି। ଯାତ୍ରା କଳିଙ୍ଗ କନ୍ୟା ଚାରିରାତି ଧରି ଚାଲିଛି। ଏଥିରେ ୩୦୦୦୦ ରୁ ୫୦୦୦୦ ଲୋକଙ୍କ ସମାଗମ ହୋଇଥିବା ଜଣାଯାଇଛି।

Omkar Vasthu
Omkar Vasthu

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup3

Udyog Nursery
Udyogi Nursery

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.