ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଛନ୍ତି ୧୬୩ ଜଣ ପ୍ରବାସୀ ଓଡିଆ

ଲାଞ୍ଜିଗଡ,୧୪/୫: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ଥିବା ୬୭ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ସୁଦ୍ଧା ୧୬୩ ଜଣ ପ୍ରବାସୀ ଓଡ଼ିଆ ରହିଛନ୍ତି। ବିଭିନ୍ନ ରାଜ୍ୟରୁ ଆସିଥିବା ୪ ଜଣ ମହିଳା, ୨ ଟି ଶିଶୁଙ୍କ ସମେତ ମୋଟ ୧୬୩ ଜଣ ପଞ୍ଜିକୃତ ହୋଇ ଏହି ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ସୂଚନା ମିଳିଛି। ଲାଞ୍ଜିଗଡ ବ୍ଲକକୁ ଆସିବା ପାଇଁ ୨୫ ଶହରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ବ୍ଲକରେ ଥିବା ୬୭ଟି ଅସ୍ଥାୟୀ କେନ୍ଦ୍ର ମଧ୍ୟରୁ ମଧୁପୁର, କାଉଗୁଡା, ଜଗନ୍ନାଥ ପୁର, ବିଶ୍ୱନାଥପୁର, ଲାଞ୍ଜିଗଡ ଓ ଭଟାଙ୍ଗପଦର ଠାରେ ଆସିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ରଖାଯାଇଛି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

________________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.