ସମାଜସେବୀ ବେଣୁଧର ମେହେରଙ୍କ ପରଲୋକ

ସଇଁନ୍ତଳା,୨୧/୭: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଜଲିଆ ଦର୍ହ ଗ୍ରାମର ସମାଜସେବୀ ବେଣୁଧର ମେହେର ଆଜି ନିଜ ବାସଭବନରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ସେ ଅନେକ ଦିନରୁ ରୋଗାକ୍ରାନ୍ତ ହୋଇପଡ଼ିଥିଲେ । ସେ ଜଣେ ପରୋପକାରୀ ଓ ସମାଜସେବୀ ଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ମେହେରଙ୍କ ବଡପୁଅ ତରଣି ସେନ ମେହେର ମୁଖାଗ୍ନି ଦେଇ ଥିବା ବେଳେ ସାନ ପୁଅ ନେତ୍ରାନନ୍ଦ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ ।

ସଇନ୍ତଳାରୁ ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.