ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ କାର୍ଯ୍ୟକ୍ରମ

କୋକସରା,୨୫/୭: ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ନେହେରୁ ଯୁବକ ସଙ୍ଘ ବଙ୍ଗୋମୁଣ୍ଡାର ମିଳିତ ଆନୁକୂଲ୍ୟରେ ବଙ୍ଗୋମୁଣ୍ଡା ଖେଳ ପଡିଆ ଠାରେ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ବେଛାସେବୀ କୋପନେଶ୍ୱର ବେମାଲ ଓ ଦିନକାନ୍ତ ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗମ୍ଭାରୀ ଗୁଡା ସରପଞ୍ଚ ନନ୍ଦିତା ସାହୁ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ବଙ୍ଗୋମୁଣ୍ଡା ଖେଳ ପଡିଆ ଠାରେ ଅତିଥି ମାନଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଧନଞ୍ଜୟ ସାହୁ, ଲଷ୍ମୀକାନ୍ତ ନାଏକ, ନେହେରୁ ଯୁବକ ସଙ୍ଘ ବଙ୍ଗୋମୁଣ୍ଡାର ସଭାପତି ତୁଳସିରାମ ପୂଝାରୀ ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.