ଜନବାଲି ଗାଁ ଠାରେ ମାଓ ପୋଷ୍ଟର

ରାୟଗଡା,୨୧/୧:
ରାୟଗଡା ଜିଲ୍ଲା ଅମ୍ବାଦୋଳା ଥାନା ଅଧିନସ୍ତ ଜନବାଲି ଗାଁ ନିକଟରେ ଏକ ମାଓବାଦୀ ପୋଷ୍ଟର  ଦେଖିବାକୁ ମିଳିଛି । ଓଡିଆରେ ଲେଖାଥିବା ଏହି ପୋଷ୍ଟରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆସନ୍ତା ଜାନୁଆରୀ ୨୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତିରୋଧ ଦିବସ ଓ ୩୧ ତାରିଖ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ  ଉଲ୍ଲେଖ କରାଯାଇଛି ।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.