କିଡିଙ୍ଗ ନିକଟରେ ଗାଡ଼ିରୁ ଫିଙ୍ଗିଦେଲେ ଶହଶହ ମୃତ ବ୍ରଏଲର କୁକୁଡ଼ା

ଲାଞ୍ଜିଗଡ଼: ପୋଖରୀବନ୍ଧରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ କିଡିଙ୍ଗ ନିକଟସ୍ଥ ଏକ ପୋଲ ତଳେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଏକ ବ୍ରଏଲର କୁକୁଡ଼ା ଗାଡ଼ିରୁ ୨୦୦ ଶହରୁ ଉର୍ଦ୍ଧ୍ବ ମଲା ବ୍ରଏଲର କୁକୁଡ଼ାକୁ ଡ୍ରାଇଭର ଏବଂ ହେଲ୍ପର ଫିଙ୍ଗି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାକୁ ଦେଖି କିଛି ଲୋକେ ବିରୋଧ କରିବାରୁ ଗାଡ଼ିଟି ଦୃତ ଗତିରେ ଛତିକୁଡା ପଟକୁ ପଳାଇ ଯାଇଥିବା ଦେଖିବାକୁ ମିଳିଛି। ବର୍ତମାନ ପର୍ଯ୍ୟନ୍ତ କିଡିଙ୍ଗ ନିକଟସ୍ଥ ଏକ ପୋଲ ଠାରେ ୨୦୦ ରୁ ଉର୍ଦ୍ଧ୍ବ ମଲା ବ୍ରଏଲର କୁକୁଡ଼ା ପଡିରହିଥିବା ବେଳେ ଏହା ବାର୍ଡଫ୍ଲୁ ସଂଦେହ କରୁଛନ୍ତି ସ୍ଥାନୀୟ ଲୋକେ। ତେବେ ଅସାବଧାନତା ବସତ କିଛି ଲୋକେ ଏହାକୁ ଉଠାଇ ନେଇ ଖାଇଦେଇଥିବା ଜଣାପଡିଛି।ତୁରନ୍ତ ଏଥିପ୍ରତି ପ୍ରଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.