ଗାଁ ସଫେଇରେ ସାମିଲ ହେଲେ ମାଁ ଠାକୁରାଣୀ ଯୁବକ ସଂଘ କର୍ମକର୍ତ୍ତା

ଲାଞ୍ଜିଗଡ଼: ବିଶ୍ୱନାଥପୁର କଲୋନୀପଡା ସ୍ଥିତ ମାଁ ଠାକୁରାଣୀ ଯୁବକ ସଂଘର କର୍ମକର୍ତ୍ତାମାନେ ଗାଁ ସଫେଇରେ ସାମିଲ ହୋଇଛନ୍ତି। ଯୁବଗୋଷ୍ଠୀଙ୍କ ଉଦ୍ୟମ ତଥା ମାଁ ଠାକୁରାଣୀ ଯୁବକ ସଂଘ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନଙ୍କ ସହଯୋଗରେ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲରୁ କଲୋନୀପଡା ପର୍ଯ୍ୟନ୍ତ ସଫେଇ ହୋଇଛି।

Omkar Vasthu
Omkar Vasthu


ଦୁଇଦିନ ବ୍ୟାପି ଏହି ସଫେଇ ଅଭିଯାନରେ ଯୁବକ ସଂଘର ସମସ୍ତ ସଦସ୍ୟ ସାମିଲ ହୋଇଥିବାବେଳେ ଯୁବଗୋଷ୍ଠୀଙ୍କ ଏହି ମହତ୍ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।

Pearl dental clinic
Near Ashish Medical Store, Bhawanipatna


ଏଥିରେ ଯୁବକ ସଂଘର ଭକ୍ତ ଗରଡିଆ, ଜିତେନ୍ଦ୍ର ନାଏକ, ସୁଶାନ୍ତ ନାଏକ, ଅକ୍ଷୟ ନାଏକ, ସାଗର ନାଏକ, ବଳଦେବ ନାଏକ, ନିରାକାର ବାଗ, କୁମୁଦ ବାଗ, ଉପେନ୍ଦ୍ର ବାଗ, ପିତବାସ ବାଗ, ନରସିଂହ ତାଣ୍ଡି, ସଞ୍ଜୀବ ନାଏକ, ପବିତ୍ର କୁମାର, ଚକ୍ର ଗରଡିଆ, ହେମନ୍ତ ନାଏକ, ଅଜିତ ବାଗ, କିରଣ ନାଏକ, ବୁଲୁ ନାଏକ, ପ୍ରଶାନ୍ତ ଗରଡିଆ, ରାଜା ଛତ୍ରିଆ, ବିକି ବାଗ, ବିକାଶ ବାଗ, ଗନ୍ଧର୍ବ ନାଏକ ପ୍ରମୁଖ ସାମିଲ ହୋଇଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.