ମାଁ ପାଟଖଣ୍ଡା ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼, ୬|୯: ଲାଞ୍ଜିଗଡ଼ ରୋଡ଼ ଗ୍ରାମ ପଞ୍ଚାୟତ ସ୍ଥିତ କିଡିଙ୍କ ଗାଁର ମାଁ ପଟଖଣ୍ଡା ଯୁବକ ସଂଘ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିଡିଙ୍ଗ ବଡ଼ପଡ଼ା ରାସ୍ତା କଡ଼ରେ ଅଳିଆ ଆବର୍ଜ୍ଜନା ଜମାହୋଇ ପଡିରହୁଛି ଏବଂ ପଡ଼ାରେ ଡ୍ରେନ ସୁବିଧା ନଥିବାରୁ ଆବର୍ଜ୍ଜନା ପାଣି ଜମା ହୋଇ ଦୁର୍ଗନ୍ଧ ହେଉଛି। ଏହି ଦୁର୍ଗନ୍ଧ ପାଣି ଜନସାଧାରଣଙ୍କ ଉପରେ ମଧ୍ୟ ଛିଟିକି ପଡୁଥିବା ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏନେଇ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ତଥା ବ୍ଲକ ପ୍ରଶାସନକୁ ଜଣାଇଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହେଉଛି। ଶେଷରେ ମାଁ ପଟଖଣ୍ଡା ଯୁବକ ସଂଘର ସଦସ୍ୟ ପଙ୍କଜ ବଗର୍ତ୍ତି, ଭୋଦେବ ଶବର, ଜଗନ୍ନାଥ ବଗର୍ତ୍ତି, ଥକାମନ ବାଗ, ଟିଲୁ ଗଉଡ଼ଙ୍କ ସମେତ ମାଁ ପଟଖଣ୍ଡା ଯୁବକ ସଂଘର ସମସ୍ତ ସଦସ୍ୟ ଏହି ସ୍ଥାନ ସମେତ ଗ୍ରାମ ସଫେଇ କରିଛନ୍ତି।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.