✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
ସବୁ ସେମିତି :
ବୁଜା କ୍ଷେତ ର ଉପରୁ
ଦେଖିବାର ଅଥଚ
ନ ଦେଖିବାର ବିକଳ ରାଗ ॥
ସବୁ ସେମିତି ପଡ଼ି ରହିଲା
ଦି ‘ଚାରି ଦିନ ଡିଆଁ ଉକୁଚା_ହା ହୋଲ୍ଲା
ଦର୍ଶନ ର ତତ୍ତ୍ୱ ସବୁ ଫୁଃ
କାଇଁ କେଉଁ ପକ୍ଷୀ ର ଗୀତ
ଆଉ ଟିକେ ବହଳ ହେଲାନି ତ’।
ସବୁ ସେମିତି :
ବୁଜା କ୍ଷେତ ର ଉପରୁ
ଦେଖିବାର ଅଥଚ
ନ ଦେଖିବାର ବିକଳ ରାଗ ॥
ସବୁ ସେମିତି ପଡ଼ି ରହିଲା
ଦି ‘ଚାରି ଦିନ ଡିଆଁ ଉକୁଚା_ହା ହୋଲ୍ଲା
ଦର୍ଶନ ର ତତ୍ତ୍ୱ ସବୁ ଫୁଃ
କାଇଁ କେଉଁ ପକ୍ଷୀ ର ଗୀତ
ଆଉ ଟିକେ ବହଳ ହେଲାନି ତ’।