କବିତା: କିଛି ହେଉନି

✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ସବୁ ସେମିତି :
ବୁଜା କ୍ଷେତ ର ଉପରୁ
ଦେଖିବାର ଅଥଚ
ନ ଦେଖିବାର ବିକଳ ରାଗ ॥
ସବୁ ସେମିତି ପଡ଼ି ରହିଲା
ଦି ‘ଚାରି ଦିନ ଡିଆଁ ଉକୁଚା_ହା ହୋଲ୍ଲା
ଦର୍ଶନ ର ତତ୍ତ୍ୱ ସବୁ ଫୁଃ
କାଇଁ କେଉଁ ପକ୍ଷୀ ର ଗୀତ
ଆଉ ଟିକେ ବହଳ ହେଲାନି ତ’।

କୋଲନରା, ରାୟଗଡ଼ା ଜିଲ୍ଲା
ମୋ_୮୯୧୭୩୨୪୫୨୫
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.