ସଂପୂର୍ଣ୍ଣ ବାର୍ତ୍ତା ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ କର୍ମଶାଳା

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ବୁରାଟସ୍ଥିତ ତାଲିମକେନ୍ଦଠାରେ ସଂପୂର୍ଣ୍ଣ ବାର୍ତ୍ତା ବ୍ଳକ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ କର୍ମଶାଳା ଅନୁଷ୍ଠିତ ହେଇଯାଇଛି । ସେବାଜଗତ ତରଫରୁ ରୋଶନାରା ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୟୁନିସେଫ୍ ତରଫରୁ ସନ୍ତୋଷ ବେହେରା ଯୋଗଦେଇ ସ୍ୱାସ୍ଥ୍ୟ ପୁଷ୍ଟିର ଉନ୍ନତି, ଶିଶୁ ଏବଂ ମାଁ ମୃତ୍ୟୁ ହାର କମ କରିବା ଆଦି ଦିଗରେ ଆଲୋଚନା କରିଥିଲେ । ଏଥିସହିତ ଆଇସିଡ଼ିଏସ୍ ପରିଦର୍ଶିକା ଅଞ୍ଜଳୀ ପଟ୍ଟନାୟକ, ଶର୍ମିଳା ବେହେରା, ଲତା ଦିଗାଲ ପ୍ରମୁଖ ନିଜ ନିଜ ମତ ପ୍ରକାଶ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସେବାଜଗତ କର୍ମୀ ସୁନୀତା ତାଣ୍ଡି, ଯାଜ୍ଞସେନୀ ଭୋଇ, କୌରବ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.