ବ୍ରାହ୍ମଣଛେଣ୍ଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଡାକେ ଲହଜଲ

କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଧର୍ମଗଡ ବ୍ଲକର ରାଜନୈତିକ ପାଣିପାଗ ସରଗରମ ରହିଛି। ଏଥର ନିର୍ବାଚନରେ ଅନେକ ଉଚ୍ଚ ଶିକ୍ଷିତ ଓ ଯୁବ ବର୍ଗର ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେହି କ୍ରମରେ ବ୍ରାହ୍ମଣଛେଣ୍ଡିଆ ଗ୍ରାମ ପଞ୍ଚାୟତର ବିକାଶ ସ୍ୱପ୍ନ ନେଇ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଡାକେ ଲହଜଲ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜଣେ ଯୁବ ନେତୃତ୍ବ ଏବଂ ସମାଜସେବୀ ଭାବେ ଶ୍ରୀ ଲହଜଲ ଅଞ୍ଚଳରେ ସୁପରିଚିତ। ଦୀର୍ଘ ବର୍ଷଧରି ସାଧାରଣ ଜନତାଙ୍କ ସେବା କରି ଆସିଥିବା ଏହି ଯୁବ ନେତୃତ୍ବଙ୍କ ପ୍ରତି ଜନତାଙ୍କ ସମର୍ଥନ ଥିବା ଜଣାପଡିଛି। ଆଜି ବ୍ରାହ୍ମଣଛେଣ୍ଡିଆ ସରପଞ୍ଚ ପ୍ରାର୍ଥୀ ଭାବେ ଶ୍ରୀ ଲହଜଲ ନିଜ ସମର୍ଥକଙ୍କ ଗହଣରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.