ରାକ୍ସି ସରପଞ୍ଚ ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କଲେ ଯୁବ ନେତା ଯେମନ୍ତ ପୋଢ

କଳାହାଣ୍ଡି: ନର୍ଲା ବ୍ଳକର ରାକ୍ସି ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାଥୀ ଭାବରେ ଯୁବ ନେତା ଯେମନ୍ତ ପୋଢ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ସେ ରାକ୍ସି ଗ୍ରାମ ପଞ୍ଚାୟତର ସାମଗ୍ରିକ ବିକାଶ ଦିଗରେ ନିଶ୍ଚିତ ଭାବରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିବାବେଳେ ତାଙ୍କୁ ଗାଁରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ନିଜର ପ୍ରସ୍ଥାବକ ନନ୍ଦୁଲାଲ ମାଝୀ ଓ ସମର୍ଥକ କୈଳାସ ଗଉଡ଼ଙ୍କ ସହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାଯାଇଛି । ଏଠାରେ ସୂଚାନ ଥାଉ କି ସେ ଜଣେ ଉଦୀୟମାନ ଯୁବ ନେତା ଭାବେ ରାଜନୀତିରେ ପ୍ରଥମକରି ପାଦ ଥାପିଥିବା ବେଳେ ସବୁ ସମୟରେ ଲୋକଙ୍କ ସୁଖ ଦୁଃଖ ର ସାଥୀ ହେଇ ରହିଛନ୍ତି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.