ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧିନତା ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ହେଉଛି ୭୬ ସ୍ୱାଧିନତା ଦିବସ । ଏଥିପାଇଁ ସାର ଦେଶ ଉତ୍ସବ ମୁଖର । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ୭୬ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବ୍ଲକ ପରିସର, ଆଦର୍ଶ ବିଦ୍ୟାଳୟଠାରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଉପସ୍ଥିତ ରହି ପତକା ଉତ୍ତୋଳନ କରିଥିବା ବେଳେ ବିଭାଗୀୟ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର । ଗୋଲାମୁଣ୍ଡା ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟାମକ ବିଦ୍ୟାଳୟଠାରେ ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ପତକାଉତ୍ତୋଳନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗୋଲାମୁଣ୍ଡା ଠାକୁରାଣୀ ମନ୍ଦିରଠାରେ ଡ୍ରାଇଭର ସଂଘ ତରଫରୁ ଆୟୋଜିତ ପତକାଉତ୍ତୋଳନରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ଦାମୋଦାର ଦାସ, ରୁପେଶ ଅଗ୍ରୱାଲ, ପ୍ରଣ୍ମୟ ସିପକା, କରୁଣା ମାଝୀ, ନରହରି ବିହାରି, ଅନ୍ତ ନାଏକ, ଭାରତ ମାଝୀ, ମୋହନ ପୁଟେଲ, କପିଲ ରାଉତ, ଭୁବନ ମାଝୀ । ତୁମୁରା ଶ୍ରୀ ଜଗନ୍ନାଥ ଯୁବକ ସଂଘଠାରେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ।

Udyog Nursery
Udyogi Nursery

କେଗାଁ ସରସ୍ୱତି ଶିଶୁ ମନ୍ଦିରଠାରେ ପରିଚାଳନା କମିଟି ସଂପାଦକ ସୁଶାନ୍ତ କୁମାର ଦଳେଇ ପତକାଉତ୍ତୋଳନ କରିଥିବା ବେଳେ ସଭାପତି ମନୋଜ କୁମାର ଅଗ୍ରୱାଲ, ରଜତ ପୁଟେଲ ତଥା ପ୍ରଧାନ ଆଚାର୍ଯ୍ୟ, ସାମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଉପସ୍ଥିତ ଥିଲେ । କେଗାଁ ଅଗ୍ରୱାଲ ବସ୍ତିଠାରେ ମହିଳାମାନେ ୭୬ ତମ ସ୍ୱାଧିନତା ଦିବସ ପାଳିନ କରିଛନ୍ତି । କେଗାଁ ଗ୍ରାମପଞ୍ଚାୟତଠାରେ ସରପଞ୍ଚ ଶ୍ରୀମତି ଅମୃତା ବଚ୍ଛା ଓ ସିନାପାଲି ଗ୍ରାମପଞ୍ଚାୟତଠାରେ ସରପଞ୍ଚ ନଉକେଶ୍ୱର ପୁଟେଲ ପତକାଉତ୍ତୋଳନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.