କାଉଡୋଳାରେ ପଣାସଂକ୍ରାନ୍ତି (Visual News) 

କୋକସରା,୧୪/୪ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ୍ ଅନ୍ତର୍ଗତ କାଉଡୋଲା ଠାରେ ଭକ୍ତିମୟ ପରିବେଶରେ ମାଁ ତାରିଣୀ ଙ୍କ ପିଠରେ ପଣାସଂକ୍ରାନ୍ତି ପୂଜାନୋତ୍ସବ ପାଲିତ ହୋଇଯାଇଛି। ସୁଦୂର ମୁଟୁରା ନଦୀ ଠାରୁ କଳସ ଯାତ୍ରା କରିସାରି ମନ୍ଦିରକୁ ଅଣାଯାଇଥିଲା।

Omkar Vasthu
Omkar Vasthu
( କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ଭଜନ କିର୍ତ୍ତନ କରି କଳସକୁ ନଗର ପରିକ୍ରମା କରାଯାଇଥିଲା ଶହ ଶହ ସଂଖ୍ୟାରେ ଶ୍ରଧାଲୁ ଭକ୍ତମାନେ ଏହି ପୂଜନୋସ୍ଛବରେ ଯୋଗଦେଇ ମାଁ ଙ୍କ ଆଶିର୍ବାଦ ଭିକ୍ଷାକରିଥିଲେ।
ମାଙ୍କ ଆଶିର୍ବାଦରେ ଅନେକ ଭକ୍ତ କୃପାଲାଭ କରିଥିବା କହିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଉକ୍ତ ପୂଜାନୋତ୍ସବରେ ପୂଜକ ହେମନ୍ତ ନାଏକ,ମାଧବ କୋଚିଆ,ସଂପଦ ପଣ୍ଡା, ରଜନୀ କାନ୍ତ ସରାବୁ, ଦୂର୍ଯୋଧନ ରଣା,ହିରାଲାଲ ମାଝୀ, ଜନାର୍ଧନ ମାଝୀ,ଶିବପ୍ରସାଦ ପାତ୍ର ପ୍ରମୁଖ ପୂଜା ପରିଚାଲନାରେ ସହଯୋଗ କରିଥିଲେ।

Udyog Nursery
Udyogi Nursery
କୋକସରାରୁ ହିରନ୍ୟ ବେହେରାଙ୍କ ସହ ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.