ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରୀଗୁଡା ପକ୍ଷରୁ ଜଳଛତ୍ର

କୋକସରା,୧/୫ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ନିଳକଣ୍ଠେଶ୍ୱର ସ୍କାଉଟ୍ ଗୃପ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରୀଗୁଡା ପକ୍ଷରୁ ବିଦ୍ୟାଳୟ ପରିସରରେ ଏକ ଜଳଛତ୍ର ଖୋଲାଯାଇଛି । ଏଥିରେ ବିଦ୍ୟାଳୟର ଶିକ୍ଷକ ତଥା ସ୍କାଉଟ୍ ଗୃପ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କୁ ଥଣ୍ଡା ପାନୀୟ ଜଳ ସହିତ ଦହି ସରବତ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

ଶିକ୍ଷାର୍ଥୀଙ୍କ ମହତ କାର୍ଯ୍ୟ

Pearl dental clinic
Near Ashish Medical Store, Bhawanipatna

ଏହି ସମୟରେ ସ୍କାଉଟ୍ ଶିକ୍ଷକ ଧିରେନ୍ଦ୍ର କୁମାର ପଣ୍ଡା, ସ୍କାଉଟ୍ ଛାତ୍ର ସୂର୍ଯ୍ୟ ନାରାୟଣ ପଣ୍ଡା, ପୁରୁଷୋତ୍ତମ ଭୋଇ, ହରେରାମ ପଣ୍ଡା, ହୃଦାନନ୍ଦ ଶବର, କୁନାଲ ହାତୀ ସମେତ ବହୁ ଛାତ୍ରଛାତ୍ରୀ ଯୋଗଦେଇ ପାନୀୟ ଜଳ ପ୍ରଦାନ କରିବାରେ ସହେଯାଗ କରିଥିଲେ । ବିଦ୍ୟାଳୟର ଏହିଭଲି କାର୍ଯ୍ୟକୁ ଜନ ସାଧାରଣ ତଥା ପଥଚାରୀ ମାନେ ବେଶ୍ ପ୍ରସଂଶା କରିଛନ୍ତି ।

Udyog Nursery
Udyogi Nursery
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.