ସିଆଡିମାଲ ଗାଁରେ ଅବିଭକ୍ତ କୋରାପୁଟ ଜିଲ୍ଲା ଯାଦବ ସମାଜର ବୈଠକ

ଓଡ଼ିଆ ବାର୍ତ୍ତା/ ବୈପାରିଗୁଡା: ବୈପାରିଗୁଡା ବ୍ଲକ ପେନ୍ଦାପଡା ଗ୍ରାମପଞ୍ଚାୟତର ସିଆଡିମାଲ ଗାଁରେ ଅବିଭକ୍ତ କୋରାପୁଟ ଜିଲ୍ଲା ଗୈାଡ (ଯାଦବ) ସମାଜର ଏକ ବ୍ଲକ ସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ଆବାହକ ବୁଲୁ ଗୈାଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାର ସାଧାରଣ ସଂପାଦକ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ପୁର୍ବତନ ସଂପାଦକ ପର୍ଶୁରାମ ନାୟକ, ସମ୍ମାନୀତ ଅତିଥି ରୂପେ  ଵ୍ଳକ ସଭାପତି ଶ୍ରୀକନ୍ଧା ଗୈାଡ, ପଞ୍ଚାୟତ ସଭାପତି ଡମ୍ବରୁ ଗୈାଡ, ସମ୍ପାଦକ ଭଗ୍ନାଂଶ ଗୈାଡ, ଉପସଭାପତି ଦିଲ୍ଲପ କୁମାର ଗୈାଡ, ଦୈତାରି ଗୈାଡ, ସହସଂପାଦକ ହରି ଗୈାଡ, କୋଷାଧ୍ୟକ୍ଷ କମଲଚନ ଗୈାଡ, ସମେତ ସିନ୍ଦିଗାଁର ମକର ଗୈାଡ, ଖଗପତି ଗୈାଡ, ମୁଣ୍ଡିଗୁଡାର ଶୁକ୍ର ଗୈାଡ, କୁମଣ୍ଡାବେଡା ପଦଲାମ, ଇସ୍ମାଵେଡା ଚନ୍ଦ୍ର ଗୈାଡ, ଵାଗଵେଡାର ସଭା ଗୈାଡ, ଭାଲୁ ଝୁଲା ଲାଇନ୍ ଗୈାଡ, ଡଙ୍ଗାଜଡିର ଘେନୁ ଗୈାଡ, ଵାଗଡୁଲାର ସୋମନାଥ ଗୈାଡ, ପୁରଣ୍ଡା ବେଢ଼ା ହରି ଗୈାଡ, ଚିପାକୁଲର ମହାଦେବ ଗୈାଡ, ସାରେଙ୍ଗପାଲିର ବଲି ଗୈାଡ, ଭେଣ୍ଡିଆ ଯୋଡିର ଭଗବାନ ଗୈାଡ, ସାରକୁଡର ଭିମ ଗୈାଡ, ଲାଙ୍ଗିଆଗୁଡାର ଦେଵଗୈାଡ, କୋଟରାଗୁଡାର କୁଷ୍ଠ ଗୈାଡ, ଗିର୍ଲିଫୁଟର ରାମଚନ୍ଦ୍ର ଗୈାଡ, ମାକଡିର ଦୈତାରି ଗୈାଡ, ଚିକମାର ଡମ୍ବରୁ ଗୈାଡ, ଖିଲ ଗୁଡାର କୃଷ୍ଣ ଗୈାଡ, ପାତ୍ରଫୁଟର ଦୈତାରି ଗୈାଡ, ପାକୁଲପଡାର କୃଷ୍ଣ ଗୈାଡ, କଦଳୀମୁଣ୍ଡାର ମନ ଗୈାଡ, ଆମ୍ବ ଗୁଡାର କୁମ ଗୈାଡ, ଲିମକା ଗୁଡାରପଦନ ଗୈାଡ, ଗିରିଗୁଡାର ଜଗନ୍ନାଥ, ସମେତ ପ୍ରାୟ ପାଞ୍ଚହଜାର ଯାଦବ ଯୋଗଦେଇଥିଲେ । ଏଥିରେ ଆସନ୍ତା ୧୬ ତାରିଖ ଜୟପୁର ଚାଲ୍,, ଗୈାଡ ଅଧିକାର ସମାବେଶ ପାଇଁ ଆଲୋଚନା କରାଯାଇଥିଲା । ଶେଷରେ କମଲଚନ ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.