ଫନୀ ର କରାଳ ରୂପ : ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ, ପୁରୀରେ ୧୬୦ରୁ ଉର୍ଧ ଆହତ

ଭୁବନେଶ୍ବର,୩/୫ : ବାତ୍ୟା ଫନୀ ପୁରୀରେ ସ୍ଥଳଭାଗ ଛୁଇଁବା ପରଠାରୁ ତାର ତାଣ୍ଡବ ରଚି ଚାଲିଛି । ଏହି ବାତ୍ୟାର କରାଳ ରୂପରେ ଉପକୂଳବାସୀ ଭିତତ୍ରସ୍ଥ ହୋଇ ପଡିଛନ୍ତି । ଫନୀର ମୁକାବିଲା କରିବା ପାଇଁ ଏନଡିଆରଏଫ, ଓଡ୍ରାପ ଆଦି ମୁତୟନ ହେବା ସହ ଜିଲ୍ଲା ପ୍ରସାଶନ ସବୁ ଜାଗ୍ରତ ଅଛନ୍ତି । ଅନେକ ପୁରୁଣା ମହାଦୃମ ସବୁ ଉପୁଡି ପଡିବା ସହ ବିଦ୍ୟୁତ ଖୁଣ୍ଟ ସବୁ କ୍ଷତିଗ୍ରସ୍ଥ ହୋଇ ବିଦ୍ୟୁତ ସରବରାହ ବନ୍ଦ ରହିଛି । 

Omkar Vasthu
Omkar Vasthu

ପ୍ରବଳ ବର୍ଷା ଓ ଅଣଚାସ ପବନ ଯୋଗୁଁ ପୁରୀର ମାଟି ଘର ସବୁ କ୍ଷତିଗ୍ରସ୍ଥ ହେବା ସହ ପୁରୁଣା କୋଠାସବୁ ଭୁଷୁଡି ପଡିଛି । ବର୍ତ୍ତମାନ ସୁଦ୍ଧା ପୁରୀରେ ୧୬୦ ଜଣ ଆହତ ହୋଇଥିବା ସୂଚନା ଦେଇଛନ୍ତି PIEB ଡିଜି ସିତାଂଶୁ କର । ସେହିପରି ଭାବେ NDRF ଡିଜି ଏସକେ ପ୍ରଧାନ କହିଛନ୍ତିକି ବର୍ତ୍ତମାନ ସୁଦ୍ଧା ବାତ୍ୟାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଆଗକୁ ମୃତ୍ୟୁହାର ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

Pearl dental clinic
Near Ashish Medical Store, Bhawanipatna

For latest news & updates, click on bell button and subscribe to notifications.

Udyog Nursery
Udyogi Nursery

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.