ସେମାନଂକ ଇତିହାସ ଖୁବ୍ କରୁଣ
ଲୋଚାକୋଚା
ଏବେ ମାତ୍ର_ସାପର ପାଟିରେ
ଚିକ୍ ଚିକ୍ ସକାଳ॥
ଭାଲୁକୁ ଦେଖି ଗଛ ଚଢିଯାଉଥିବା
ମଇତ୍ର ମାନଂକର
କାହାଣୀରେ ଥିବା ପୃଷ୍ଠା
କେବେ ଚିରିବନି॥
ମଲା ମୂଷାଟେ_ଜହ୍ନ
ଆକାଶର ଅଗଣାରେ
ମିଛ ସଂପର୍କ । ଧୂଳି ମଳି ଲଗା
ହସ ଯେମିତି॥
ଭୁଲି ହବନି_ବାଟହୁଡା ମାନଂକୁ
ସହଯୋଗ କରି ନଥିବା
ଚରିତ୍ର ମାନଂକୁ ॥
ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
କୋଲନରା, ଜିଲ୍ଲା : ରାୟଗଡା
ମୋ – ୮୯୧୭୩୨୪୫୨୫
ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇