ଖୋଜିବାର ଦହନରେ
ମରିବା ବି ଅମୃତ_
ସବୁଦିନ॥
ନ ମିଳିବାର ତୀବ୍ର ମିଠା ଗଂଧ
ଅନେକ ଜହ୍ନରାତିର
ସ୍ୱପ୍ନ !!!
ଥିରି ଥିରି ପାଦ ପକାଇ
ଯେତେସବୁ ଗୋପନ ଗପ
ବାଣ୍ଟୁଛନ୍ତି
ଖବର ର ଖବର !
__________________
ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
କୋଲନରା,ରାୟଗଡା ଜିଲ୍ଲା
ମୋ_୮୯୧୭୩୨୪୫୨୫






