ଅରବିନ୍ଦ ଆମନ୍ତଙ୍କ ପରଲୋକରେ ଶୋକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଗିରିଧର ପ୍ରସାଦ (ହିନ୍ଦୋଳ) ଗ୍ରାମର ଜଣାଶୁଣା ପରୋପକାରି ମଣିଷ ଭାବେ ପରିଚିତ ଅରବିନ୍ଦ ଆମନ୍ତଙ୍କ ପରଲୋକରେ ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ଶୋକ ପ୍ରକାଶ ପାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସରୋଜ କୁମାର ସାହୁଙ୍କ ସମେତ ସମସ୍ତ ସଦସ୍ୟ ଶୋକ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ଘରୋଇ ମେଡିକାଲ ଚିକିତ୍ସା ଅବସ୍ଥାରେ ୫୮ ବର୍ଷ ବୟସରେ ପରଲୋକ ଅରବିନ୍ଦ ଆମନ୍ତଙ୍କ ଦେହାନ୍ତ ହେଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.