କନ୍ଧମାଳ ଜିଲ୍ଲା ବିଜେପି ଉପସଭାପତି ଭାବେ ପୁଣିଥରେ ନିଯୁକ୍ତ ହେଲେ ପୂର୍ଣ୍ଣଚନ୍ଦ୍ର ପାଢ଼ୀ

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ବାଳକୃଷ୍ଣ ଚର୍ଚ୍ଚି): କନ୍ଧମାଳ ଜିଲ୍ଲା ବିଜେପି ପଣ୍ଡିତ ବିଶି ମାଝି ଜିଲ୍ଲା ଉପସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କୁ ଚୟନ କରିଛନ୍ତି। ପୂର୍ବରୁ ମଧ୍ୟ ଶ୍ରୀ ପାଢ଼ୀ ଉପସଭାପତି ଭାବେ ଜିଲାରେ ସାଙ୍ଘଠନିକ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରି ଆସୁଥିଲେ। ପୁଣି ଥରେ ତାଙ୍କୁ ଉପସଭାପତି ଦାୟିତ୍ୱ ମିଳିଥିବାରୁ ଶ୍ରୀ ପାଢ଼ୀ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କନ୍ଧମାଳ ବିଜେପି ସଭାପତି ପଣ୍ଡିତ ବିଶି ମାଝି, ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.