ରାୟଗଡା,୨୧/୧:
ରାୟଗଡା ଜିଲ୍ଲା ଅମ୍ବାଦୋଳା ଥାନା ଅଧିନସ୍ତ ଜନବାଲି ଗାଁ ନିକଟରେ ଏକ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି । ଓଡିଆରେ ଲେଖାଥିବା ଏହି ପୋଷ୍ଟରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆସନ୍ତା ଜାନୁଆରୀ ୨୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତିରୋଧ ଦିବସ ଓ ୩୧ ତାରିଖ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଉଲ୍ଲେଖ କରାଯାଇଛି ।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube
http://youtube.com/channel/UCdoWrXFOsGOd7dzWwMFwFrQ