ଗାନ୍ଧିବାଦୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ଶ୍ରାଦ୍ଧ ଉତ୍ସବ ନେଇ ଜନ୍ମ ମାଟିରେ ପ୍ରସ୍ତୁତି

କଟକ ସଦର, (ଶ୍ରୀକାନ୍ତ ବେଉରା): କଟକ ସଦର ୪୨ମୌଜା ଉପକଣ୍ଠ ଅଗ୍ରଣୀ ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧିବାଦୀ ତଥା ଚିତ୍ରଶିଳ୍ପୀ ସ୍ବର୍ଗତ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ ଏବଂ ପ୍ରବାଦ ପୁରୁଷ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତବଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ଉତ୍ସବ ପ୍ରତିଷ୍ଠାନର ପଟଣା କାର୍ଯ୍ୟାଳୟରେ ଚଳିତ ନଭେମ୍ବର ମାସ ୨୧ ତାରିଖ ଅପରାହ୍ନ ୫ ଘଟିକା ସମୟରେ ପାଳନ ନେଇ ସ୍ଥିର କରାଯାଇଛି। ପ୍ରତିଷ୍ଠାନର ପରିଚାଳନା କମିଟି ପକ୍ଷରୁ ଉତ୍ସବରେ ସମସ୍ତଙ୍କ ଉପସ୍ଥିତି ନେଇ ନିବେଦନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.