କବିତା: ସ୍ମୃତି ର ଚଢ଼େଇ

✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ଜହ୍ନରାତି ର ଚିତ୍ର ରେ
ଝୁଲୁଚି:
ତମ ଓଢ଼ଣୀ ର ଗୋଲାପୀ ରଙ୍ଗ ॥
ଚିତ୍ରମୟ ଛବି ର କବିତା ରେ
ଏତେ ଗପ !!!
ମହକିତ ଜ୍ୟୋତ୍ସ୍ନା ର ଶୋଷ ରେ
ବାର ବାର ଉଡ଼ୁଚି
ମନ ର ଭୋକ ॥
ତମେ ଏବେ କେଉଁଠି !

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କୋଲନରା, ରାୟଗଡ଼ା ଜିଲ୍ଲା
ମୋ: ୮୯୧୭୩୨୪୫୨୫

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.