କୋଶଳ ମହାବନ୍ଦ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କେସିଙ୍ଗା ନଗର କମିଟି ପକ୍ଷରୁ ଆସନ୍ତା ୭ ତାରିଖ ଦିନ ହେବାକୁ ଥିବା କୋଶଳ ମହବନ୍ଦ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୃପ୍ଟେମ୍ବର ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଅଖଚକ, ଗାଡ଼ି ମଟର, ଦୋକାନ ବଜାର, ସ୍କୁଲ କଲେଜ, ରାସ୍ତା ଘାଟ ସବୁ ରଖିବା ପାଇଁଁ କେସିଙ୍ଗା ନଗର କମିଟି ପକ୍ଷରୁ ସହରର ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏହି ବୈଠକରେ ଳ ପୂର୍ବତନ ବିଜେପି ନଗର ସଭାପତି ପ୍ରଶାନ୍ତ ବାନାର୍ଜୀ, କାଉନସିଲର ରୋହିତ ଜୈନ, କଂଗ୍ରେସ ନେତା ବିଜୟ ଦୀପ ଓ ଟିକେମନ ଦୀପ, ଅନ୍ୟମାନଙ୍କ ମଧ୍ୟରେ ନର ନିଆଲ, ରାମଜୀ ମାତଖଣ୍ଡିଆ, ନେହେରୁ ସୁନାନୀ, ରାସ ବିହାରୀ ସାହୁ, ଶୁଭମ୍ ମେହେର, ବିଶ୍ବାସୀ ନାୟକ, ଟିକେରାମ ତାଣ୍ଡି, ଟୁକୁ ସାହା, ବରୁଣ ସାହୁ, ବିଶାଲ ତାଣ୍ଡି, ସୁନିଲ ସୁନାନୀ, କ୍ଷୀରସିନ୍ଧୁ ସୁନାନୀ, ନନ୍ଦ ସୁନାନି, ଚୁଡ଼ା ମାଝୀ, ଦୀନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଟିକେମନ ଦୀପ ସଭା କାର୍ଯ୍ୟ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.