Skip to content
Search
Search
ମୋ ଓଡ଼ିଶା
ଦେଶ-ବିଦେଶ
ରାଜନୀତି
କଳା-ସଂସ୍କୃତି
ସାହିତ୍ୟ
କ୍ରୀଡ଼ା
ମନୋରଞ୍ଜନ
ଜୀବନରଙ୍ଗ
ଅପରାଧ
ଭିଡିଓ ବାର୍ତ୍ତା
ବିଚାର
ସଂପାଦକୀୟ
e-Paper
OdiaBarta.in
24x7News&Views
ବ୍ରେକିଂ ବାର୍ତ୍ତା
ଦେବଗିରି ବଖାଣେ ଆଟବିକଙ୍କ ବୀରତ୍ୱର ଗାଥା
ଆବୁଧାବି ଓଡ଼ିଆ ସମାଜ (ଓଏସ୍ଏ) ପକ୍ଷରୁ ପାଳିତ ହେଲା ଓଡ଼ିଶାର ସାମୁଦ୍ରିକ ଐତିହ୍ୟକୁ ନେଇ ବୋଇତ ବନ୍ଦାଣ ଉତ୍ସବ
ଲାଞ୍ଜିଗଡ଼ ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ବ୍ଲକସ୍ତରୀୟ ଶିକ୍ଷକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ-୨୦୨୬: ଗୋସିଂହ ଦୈତ୍ୟଙ୍କ ନଗର ଭ୍ରମଣ
ଶିକ୍ଷାବିତ ବିଶ୍ୱାମିତ୍ର ଗହୀରଙ୍କୁ ଗୋସିଂହ ଦୈତ୍ୟ ଦରବାରରେ ପ୍ରଦାନ କରାଯିବ ସ୍ୱତନ୍ତ୍ର ସମ୍ବର୍ଦ୍ଧନା
Home
ଏଣିକି ରାସ୍ତା କିମ୍ବା ଜାତୀୟ ରାଜପଥରେ ହୋଇ ପାରିବନି ପବ୍ଲିକ ମିଟିଂ କି ରାଲି
ଦେଶ-ବିଦେଶ
ଏଣିକି ରାସ୍ତା କିମ୍ବା ଜାତୀୟ ରାଜପଥରେ ହୋଇ ପାରିବନି ପବ୍ଲିକ ମିଟିଂ କି ରାଲି
ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ:
ସାଧାରଣ ରାସ୍ତା କିମ୍ବା ଜାତୀୟ ରାଜପଥରେ କୌଣସି ପ୍ରକାର ବୈଠକ କିମ୍ବା ରାଲି ହୋଇପାରିବନି। ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ରାଜ୍ୟରେ ରାଜନୈତିକ ରାଲିରେ ଦୁଇ ଦୁଇ ଥର ଦଳା ଚକଟା ହୋଇ ଲୋକଙ୍କ ଜୀବନ ଯିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ସରକାର। ଗତ ସପ୍ତାହରେ ବିରୋଧୀ ଦଳ ‘ତେଲଗୁ ଦେଶମ ପାର୍ଟି’(ଟିଡିପି) କନ୍ଦୁକୁରରେ ଏକ ରାଲିର ଆୟୋଜନ କରିଥିଲା। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସତର୍କତା ମୂଳକ ପଦକ୍ଷେପ ନେଇ ପୁଲିସ ଆଇନ ୧୮୬୧ ବଳରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ କୁହାଯାଇଛି “ରାସ୍ତା ଓ ରାଜପଥରେ ସାର୍ବଜନିକ ବୈଠକ ଆୟୋଜିତ କରିବା ପୁଲିସ ଆଇନର ଧାରା ୩୦ରେ ଏକ ଆଇନର ବିଷୟ। । ୧୮୬୧ରେ ଏହା ଉଲ୍ଲେଖ ରହିଛି। ” ତେଣୁ ସାର୍ବଜନିକ ବୈଠକ ଓ ରାଲି ପାଇଁ ରାସ୍ତା ଠାରୁ ଦୂରରେ ସ୍ଥାନ ଚିହ୍ନଟ କରିବାକୁ ଜିଲ୍ଲାପାଳ ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହ ବିଭାଗର ମୁଖ୍ୟ ସଚିବ ହରିଶ ଗୁପ୍ତା। ଫଳରେ ଏଥିରେ ଟ୍ରାଫିକ୍ ଜାମ ସମସ୍ୟା ସୃଷ୍ଟି ହେବ ନାହିଁ। ଏହାଦ୍ୱାରା ଯାତାୟତରେ ସମସ୍ୟା ନହେବା ସହ ଜରୁରିକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ ବୋଲି ଗୃହ ବିଭାଗ ମୁଖ୍ୟ ସଚିବ କହିଛନ୍ତି। ରାସ୍ତାରେ ସାର୍ବଜନିକ ବୈଠକ କିମ୍ବା ରାଲି ପାଇଁ ବିଭାଗୀୟ ଅଧିକାରୀ ଅନୁମତି ଦେବାରୁ ବିରତ ରହିବେ। ତେବେ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏଥିପାଇଁ ଯଦିଓ ଅନୁମତି ଦିଆଯାଇପାରିବ ତେବେ ଏହାର କାରଣ ଲିଖିତ ଆକାରରେ ରେକର୍ଡ ହୋଇ ରହିବ ବୋଲି ସଚିବ କହିଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କର ଏପରି ନିର୍ଦ୍ଦେଶକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ। ଏକଛତ୍ରବାଦୀ ହୁକୁମ ଭଳି ସରକାର ନିର୍ଦ୍ଦେଶ ଦେଇଥିବା ବିରୋଧୀ ଦଳ ଅଭିଯୋଗ ଆଣିଛି।
x
Sunil Kumar Dhangadamajhi
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛
http://odiabarta.in
Post navigation
ବଜେଟ୍ ଅଧିବେଶନକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଲମ ଚାଳନା ପାଇଁ ଲେଖକଙ୍କୁ ମିଳିଲା ଫାଶି
ସତେଜ ବାର୍ତ୍ତା
କଳା-ସଂସ୍କୃତି
ମୋ ଓଡ଼ିଶା
ଦେବଗିରି ବଖାଣେ ଆଟବିକଙ୍କ ବୀରତ୍ୱର ଗାଥା
3 hours ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ଆବୁଧାବି ଓଡ଼ିଆ ସମାଜ (ଓଏସ୍ଏ) ପକ୍ଷରୁ ପାଳିତ ହେଲା ଓଡ଼ିଶାର ସାମୁଦ୍ରିକ ଐତିହ୍ୟକୁ ନେଇ ବୋଇତ ବନ୍ଦାଣ ଉତ୍ସବ
23 hours ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ଲାଞ୍ଜିଗଡ଼ ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ବ୍ଲକସ୍ତରୀୟ ଶିକ୍ଷକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
23 hours ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ-୨୦୨୬: ଗୋସିଂହ ଦୈତ୍ୟଙ୍କ ନଗର ଭ୍ରମଣ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଶିକ୍ଷାବିତ ବିଶ୍ୱାମିତ୍ର ଗହୀରଙ୍କୁ ଗୋସିଂହ ଦୈତ୍ୟ ଦରବାରରେ ପ୍ରଦାନ କରାଯିବ ସ୍ୱତନ୍ତ୍ର ସମ୍ବର୍ଦ୍ଧନା
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ତୃତୀୟଲିଙ୍ଗୀ ଦିବସ ପାଳିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଗଠିତ ହେଲା ଭାରତୀୟ ରେଳଯାତ୍ରୀ ସଂଘ
2 days ago
Sunil Kumar Dhangadamajhi
ଅପରାଧ
ମୋ ଓଡ଼ିଶା
ପିଏମ୍ଏୱାଇ ଟଙ୍କା ମଞ୍ଜୁର ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଜୁନାଗଡ଼ ଏନ୍ଏସି କର୍ମଚାରୀ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସତ୍ୟନାରାୟଣ ମୁଣ୍ଡଛିନା ଓ ଜୟଶ୍ରୀ ବହିଦାରଙ୍କୁ ‘ଦେବଗିରି ଶିକ୍ଷା ସମ୍ମାନ’
2 days ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ଦେବଗିରି କ୍ରୀଡ଼ା ସମ୍ମାନ ପାଇବେ ମିହିର କୁମାର ଭୋଇ
2 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ବୋଇତ ବନ୍ଦାଣ ଉତ୍ସବ: ଉତ୍କଳୀୟ ଅସ୍ମିତାର ଅମ୍ଳାନ ଗୌରବ, ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ଅନନ୍ୟ ପରିଚୟ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
ଡ. ଗୋପୀନାଥ ବାଗ ଓ ଡ. ଚନ୍ଦ୍ରଶେଖର ହୋତାଙ୍କୁ ଦେବଗିରି ସାହିତ୍ୟ ସମ୍ମାନ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଅଶୋକ ପଟ୍ଟନାୟକଙ୍କୁ ‘ଦେବଗିରି ସମାଜସେବା ସମ୍ମାନ’
3 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ରମେଶ ଧଙ୍ଗଡାମାଝୀ ଓ ମୋହିତ ଧଙ୍ଗଡାମାଝୀଙ୍କୁ ଦେବଗିରି ଶିଳ୍ପୀ ସମ୍ମାନ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଶିକ୍ଷକ ରାଜେଶ୍ୱର ସାହୁ ଓ ବିଶ୍ୱାମିତ୍ର ଗହୀରଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଅଖିଳ ହୋତା ଓ ରଜନୀ ମିଶ୍ରଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଶାନ୍ତନୁ ବେହେରା ଓ ହେମନ୍ତ ସାହୁଙ୍କୁ ‘ଦେବଗିରି ସଂଗଠନ ସମ୍ମାନ’
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଗଙ୍ଗାନାରାୟଣ ଦାଶ ଓ ରବୀନ୍ଦ୍ରନାଥ ଦୋରାଙ୍କୁ ‘ଦେବଗିରି ଗୁରୁ ସମ୍ମାନ’
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ତାଲିଗୋଡା ପୋଲ ନିକଟରେ ଓଲଟିଲା ମାଲବାହୀ ଟ୍ରକ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଆନ୍ତଃଜିଲ୍ଲା ମ୍ୟୁଚୁଆଲ୍ ବଦଳି ନିୟମରେ ଆସିବ ସଂଶୋଧନ!
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
ଗାଁ ମଜଲିସ୍ ସାହିତ୍ୟ ସମ୍ମାନ ପାଇବେ ବିଶିଷ୍ଟ ପ୍ରାବନ୍ଧିକ ଡକ୍ଟର ବୈଷ୍ଣବ ଚରଣ ସାମଲ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପ୍ରକୃତିର ଅପୂର୍ବ ଉପହାର ହଂସକରା ମୁହାଣ : ପର୍ଯ୍ୟଟନ ବିକାଶକୁ ଅପେକ୍ଷା
3 days ago
Sunil Kumar Dhangadamajhi
ଅପରାଧ
ମୋ ଓଡ଼ିଶା
ସାମ୍ବାଦିକଙ୍କୁ ଆଉ କିଏ କରିବ ବିଶ୍ୱାସ: ଅବସରପ୍ରାପ୍ତ କର୍ମଚାରୀଙ୍କ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ଅଭିଯୋଗ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ବାତ୍ୟା ‘ଅକାୱାନ୍’ ମୁକାବିଲା ପାଇଁ ବିଜେଡିର ତତ୍ପରତା: ନବୀନଙ୍କ ନିର୍ଦ୍ଦେଶରେ ସୁଦାମ ମାର୍ଣ୍ଡିଙ୍କୁ ବାଲେଶ୍ୱର ଦାୟିତ୍ୱ, ଫସଲ କ୍ଷୟକ୍ଷତି ଆକଳନ ସହ ୫ ଦଫା ଦାବି
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପଞ୍ଚସଖାଙ୍କ ଦର୍ଶନରୁ ଆଧୁନିକ ଚିନ୍ତନ ପର୍ଯ୍ୟନ୍ତ: ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ପାଳିତ
4 days ago
Sunil Kumar Dhangadamajhi
ଅପରାଧ
ମୋ ଓଡ଼ିଶା
ଚୋରା ମଦ ଭାଟି ଉପରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଗୋପୀନାଥ ଶବରଙ୍କୁ ‘ଦେବଗିରି ଲୋକନୃତ୍ୟ ସମ୍ମାନ’
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ହେମନ୍ତ ସାହୁଙ୍କୁ ‘ଦେବଗିରି ସଂଗଠନ ସମ୍ମାନ’
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ତପିମଣି ଜାନୀଙ୍କୁ ‘ଦେବଗିରି ପ୍ରଜ୍ଞା ସମ୍ମାନ’
4 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ଉମାଶଙ୍କର କର ପାଇବେ ଦେବଗିରି ସମ୍ମାନ, ଐଶ୍ୱର୍ଯ୍ୟା ପ୍ରଧାନଙ୍କୁ ସମ୍ଭାବନା ସମ୍ମାନ
4 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ଡା. ଦୀନବନ୍ଧୁ ସାହୁ ଓ ନିର୍ମଳ ଚନ୍ଦ୍ର ଭୋଇଙ୍କୁ ଦେବଗିରି କଳା ସମ୍ମାନ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବାତ୍ୟା ‘ଅକ୍ଭାନ’ ମୁକାବିଲା ପାଇଁ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ତତ୍ପର: ୧୭ ଗୋଟି ଗ୍ରାମର ୬୦୧ ଜଣକୁ ଉଦ୍ଧାର କରି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଯଯାତି କେଶରୀ ନାୟକ ପାଇବେ ଦେବଗିରି ଲୋକକଳା ସମ୍ମାନ: ଦେବଦତ୍ତ ବେହେରାଙ୍କୁ ପ୍ରତିଭା, ସୁନ୍ଦରଲାଲ ନାଏକଙ୍କୁ ଦେଶସେବା ସମ୍ମାନ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରବୀନ୍ଦ୍ର କୁମାର ସାହୁଙ୍କୁ ‘ଦେବଗିରି ସେବା ସମ୍ମାନ’
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଓମଫେଡ୍ ପାର୍ଲର ଓ କନଜ୍ୟୁମର ଷ୍ଟୋର ଉଦଘାଟିତ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଆଇନଜୀବୀଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକାକୁଳ ପରିବେଶ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପୂର୍ଣ୍ଣାହୁତି ସହ ସମାପନ ହେଲା ଅଲେଖ ମହିମା ଯଜ୍ଞ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସମଗ୍ର ଶିକ୍ଷା ପକ୍ଷରୁ ଏକ ଦିବସୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ଭବାନୀପାଟଣା ଛାତ୍ର ବିଜେଡ଼ି ସଭାପତି ଅରବିନ୍ଦ ସାହୁଙ୍କ ନେତୃତ୍ଵରେ ଥୁଆପଦରରେ ସେବା କାର୍ଯ୍ୟକ୍ରମ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଅଙ୍ଗନବାଡ଼ି କର୍ମୀଙ୍କ ଦାବି ନେଇ ଉଚ୍ଚସ୍ତରୀୟ ଆଲୋଚନା
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପାଳିତ ହେଲା ଇନ୍ଦିରା ଗାନ୍ଧୀଙ୍କ ୧୦୯ତମ ଜୟନ୍ତୀ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବାତ୍ୟା ମୁକାବିଲା ପାଇଁ ଉତ୍ତର ଓଡ଼ିଶାରେ ଟିପିଏନ୍ଓଡିଏଲ୍ର ବ୍ୟାପକ ପ୍ରସ୍ତୁତି
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ବସ୍ତା-ବାଲିଆପାଳ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଧାନସଭାରେ ଦାବି ଉଠାଇଲେ ବିଧାୟିକା
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଲାଞ୍ଜିଗଡ଼ରେ ଚିନ୍ତାରେ ଚାଷୀ; ଅମଳ ବେଳେ ବାଦଲ ଫାଟିଲା, ଉଜୁଡିଯିବ କି ବର୍ଷକର ସ୍ୱପ୍ନ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବାତ୍ୟା ‘ଅକଭାନ’ ମୁକାବିଲା ପାଇଁ ବାଲେଶ୍ୱର ପ୍ରଶାସନ ସଜାଗ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବାଲେଶ୍ୱରରେ ବସ୍ତି ଉନ୍ନୟନ ଓ ସଡ଼କ ଭିତ୍ତିଭୂମି କାର୍ଯ୍ୟକୁ ନେଇ ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନ
5 days ago
Sunil Kumar Dhangadamajhi
ଅପରାଧ
ମୋ ଓଡ଼ିଶା
ତୁନଗାଁ ଧାନ ମଣ୍ଡିରୁ ଲୁହା ଆଙ୍ଗଲ ଚୋରି ଅଭିଯୋଗ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପ୍ରବଳ ବର୍ଷା ଯୋଗୁଁ ନଭେମ୍ବର ୨୦ରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ
5 days ago
Sunil Kumar Dhangadamajhi
error:
You are not allowed to copy this content. Thank you.