ସୁଲିଆଡଙ୍ଗରି ଠାରେ ମାଁ ଭୈରବୀଙ୍କ ମାଘମଣ୍ଡେଇ ଯାତ୍ରା 

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଉମରକୋଟ ବ୍ଲକର ହିରାପୁରଜିପିର ଗ୍ରାମ ସୁଲିଆଡଙ୍ଗରି ଠାରେ ମାଁ ଭୈରବୀ ଶକ୍ତି ପିଠର ମାଘମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଖପାଖ ଗ୍ରାମ ଦେପୁର, ମାଲବେଡା, ସେମଲିଗଦରା, କୁମିଣ୍ଡଡା, ଗାଲିଭାଟା, ମୁଣ୍ଡିଗୁଡା, ଚନାଗଦରା, ମାଲାଗୁଡା, ହିରାପୁର, ଖାଣ୍ଡା, ପଡାଗଡ, ବେନରା ପ୍ରମୁଖ ଅନେକ ଗାଁର ଜନସାଧାରଣ ସାମିଲ ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଝରିଗାଁ ନିର୍ବାଚନ ମଣ୍ଡଳୀର କଗ୍ରେସ ବିଧାୟକ ପ୍ରାର୍ଥୀନୀ ସୁଶୀ ହାରାବତୀ ଗଣ୍ଡ ଓ ଉମରକୋଟ କଗ୍ରେସ ବିଧାୟକ ପ୍ରାର୍ଥୀ  ସନରାଜ ଗଣ୍ଡ , ଉମରକୋଟ ନଗର କଂଗ୍ରେସ କମିଟିର ସାଧାରଣ ସଂପାଦକ ପର୍ଶୁରାମ ନାୟକ, ଉପସଭାପତି ଏସ.ବିଜୟ, ଯୁବକଗ୍ରେସ କମିଟିର ଉପସଭାପତି ଶଙ୍କର ମଣ୍ଡଳ, ରାଇଘର ବ୍ଲକର ଗଣେଶରାମ କୁର୍ମୀ, ଝରିଗାଁ ନିର୍ବାଚନ ମଣ୍ଡଳୀ ହରିଜନ ମୋର୍ଚ୍ଚା ସଭାପତି ମେଘ ହରିଜନ, ଜୟରାମ ସାନ୍ତା, ହଲଧର ସାନ୍ତା, ପୂଜା କମିଟିର କାର୍ଯ୍ୟକାରି ସଭାପତି  ଚତୁରସି ବାଘ, ସଭାପତି ରୁପଧର ସାନ୍ତା, ସଂପାଦକ ପାତ୍ର ସାନ୍ତା, ଉପସଭାପତି ଦାସ ସାନ୍ତ, ପୁଜାରୀ ଗୁରୁବାରୁ ପୂଜାରୀ, ଡମୁରୁ ପୂଜାରି, ଭଗବାନ ପୂଜାରୀ, ବଲିରାମ ପୂଜାରି, ସମେତ ପ୍ରାୟ ୫ହଜାର ଜନଗହଳି ହୋଇଥିଲା। ଏହି ଯାତ୍ରାରେ  ମିନାବଜାର ସହିତ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.