ଗୀତା ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଉତ୍ତେଇ ବିହାର ସ୍ଥିତ ସଦସଙ୍ଗ କମିଟୀ ତରଫରୁ ଆଗାମୀ ୧୬ ତାରିଖରେ ହେବାକୁ ଥିବା ଗୀତା ଯଜ୍ଞ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ସଭାପତି ନବୀନ ପଧାନଙ୍କ ସଭାପତିତ୍ୱରେ ସଂପାଦକ କୁଳମଣି ସାହୁ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ବରିଷ୍ଠ ଆଇନଜୀବି ସୁବାସ ଚନ୍ଦ୍ର ଆଚାର୍ଯ୍ୟ, ସଦସ୍ୟ ନିତ୍ୟାନନ୍ଦ ଭଞ୍ଜ, ଶେଷଦେବ ସାହୁ, ବିରଞ୍ଚି ମାଝୀ ଓ ଅନ୍ୟମାନେ ଉପସ୍ଥିତ ରହି ନିଜ ନିଜ ମତ ଦେଇଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.