‘ଓଡ଼ିଆ ବାର୍ତ୍ତା’ର ୧୪-୨୦ ଅପ୍ରେଲ ସଂଖ୍ୟାର ଇ-ପେପର ପୃଷ୍ଠା ୨ରେ ଏକ ତୃଟି ହୋଇଛି। ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଶୁଭେଚ୍ଛା ବାର୍ତ୍ତାରେ ଶଙ୍ଖ ଚିହ୍ନ ଲୋଗୋ ରହି ଯାଇଛି, ଯାହା ରହିବା କଥା ନୁହଁ। କୈାଣସି ଉଦ୍ଦେଶ୍ୟ ନେଇ ଏହା କରାଯାଇନାହିଁ। ତେବେ ଏହି ଅନିଚ୍ଛାକୃତ ତୃଟି ପାଇଁ ଆମେ ନିଷର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରୁଛୁ।