ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା

ଓଡ଼ିଆ ବାର୍ତ୍ତା/ କଟକ: କଟକ ନୂଆବଜାର ସ୍ଥିତ ସେଣ୍ଟ ଜାଭିଅର ବିଦ୍ଯାଳୟର ଛାତ୍ରୀ ଶ୍ରେୟା ସାଇନା ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୭% ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ବିଦ୍ୟାଳୟ ପାଇଁ ଗର୍ବ ଆଣିଛି। ଶ୍ରେୟା ସଅଁରାର ଯୁବ ସମାଜସେବୀ ନିହାର ମହାନ୍ତି (ଚିନୁ) ଓ ପ୍ରିୟମ୍ବଦା ପଶାୟତଙ୍କର ଝିଅ ଅଟନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.