କବି ଶୁଭେନ୍ଦୁ ମୋହନ ଦାସଙ୍କ ଏକାଦଶାହ ଅବସରରେ ଅନୁଷ୍ଠିତ ହେଲା ସ୍ମୃତିସଭା : ଉନ୍ମୋଚିତ ହେଲା ‘ଶୁଭେନ୍ଦୁ ସମଷ୍ଟି’ ସ୍ମରଣିକା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ପ୍ରଖ୍ୟାତ ସାରସ୍ୱତ ସାଧକ ଶୁଭେନ୍ଦୁ ମୋହନ ଦାସଙ୍କ ଏକାଦଶାହ ଉପଲକ୍ଷେ ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣମଣ୍ଡପ ଠାରେ ବରିଷ୍ଠ ଗବେଷକ ଡ. ଶିରୀଶ ଚନ୍ଦ୍ର ଜେନା ଓ କବି ଶ୍ରୀଦେବଙ୍କ ମିଳିତ ପରିଚାଳନାରେ ଆୟୋଜିତ ସ୍ମୃତିସଭାରେ ଦିବଂଗତ ଶୁଭେନ୍ଦୁମୋହନଙ୍କ ଉଦ୍ଦେଶ୍ୟରେ କବି ଦୀପକ ବୋଷଙ୍କ ସଂପାଦନାରେ ଏକ ସ୍ମରଣିକା ” ଶୁଭେନ୍ଦୁ ସମଷ୍ଟି’ ଉନ୍ମୋଚିତ ହୋଇଛି ।

Omkar Vasthu
Omkar Vasthu

ଏହି ସ୍ମୃତିସଭାରେ କବି ଉତ୍ପଳ ମହାନ୍ତି, ଯଶୋଧାରା ଦାସ, ଆଲୋକ ମହାନ୍ତି, ଡ. ହରିଶ୍ଚନ୍ଦ୍ର ବେହେରା, ପୂର୍ଣଚନ୍ଦ୍ର ପଣ୍ଡା, କଲ୍ୟାଣୀ ନନ୍ଦ, ଡ. ସୁବାସ ଚନ୍ଦ୍ର ପାତ୍ର, ଅଞ୍ଜଳି ପଣ୍ଡା, ପ୍ରଦୀପ ଚାଟାର୍ଜୀ, ଅରୁଣା ରାୟ, ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ, କୃଷ୍ଣ କୁମାର ମହାନ୍ତି, ପ୍ରୀତମ ରାୟ, ନିବାରଣ ଜେନା, ଦୀନବନ୍ଧୁ ଲେଙ୍କା, ବିନୀତା ସାହୁ, ଆଶିଷ ଚକ୍ରବ, ଦୀପକ ଦାସ, ବିନୀତା ସାହୁ, ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ଦାସଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିବା ସହିତ ଶୁଭେନ୍ଦୁ ମୋହନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ଉମେଶ ଚନ୍ଦ୍ର ବାରିକ, ଡ. ରାଧାରଂଜନ ପଟ୍ଟନାୟକ, ଡ. ସାରଙ୍ଗଧର ତ୍ରିପାଠୀ, ପ୍ରସନ୍ନ ପାତ୍ର, ତପନ ରାୟ, ଜ୍ୟୋତ୍ସ୍ନା ରାୟ, ମମତା ମହାନ୍ତି, ଶାନ୍ତିଲତା ବିଶି, ସୁବ୍ରତା ମହାନ୍ତି, ରଂଜିତା ରାୟ, ମହେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ଡ. ଜୟଶ୍ରୀ ମିଶ୍ର, ଗୁମ୍ପୁଲ ଜଣା, ଶାଶ୍ୱତୀ ଜେନା, ପ୍ରାଚୀପଲ୍ଲବୀ ବେହେରା, ହେମଲତା ସିଂହ, କୈଳାସ ଚନ୍ଦ୍ର ଦାସ, ପ୍ରଣୟ ଦାସ, ପଦ୍ମଲୋଚନ ଦ ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ସୁପ୍ରିୟା ଦାସ ଶେଷକଥା ରଖିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.