ବରିଷ୍ଠ ନାଗରିକ ସୁମାର୍ଗର ନିଦର୍ଶକ : ବିଶ୍ୱ ବରିଷ୍ଠ ନାଗରିକ ଦିବସରେ ଆଲୋଚନା

ଓଡ଼ିଆ ବାର୍ତ୍ତା/ ମନମୁଣ୍ଡା (ମମତା ମହାକୁର): ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ବିଜୟଲକ୍ଷ୍ମୀ ଶଥପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଖଟଖଟିଆ ଗ୍ରାମର ବରିଷ୍ଠ ନାଗରିକ ତଥା ଗଁଉତିଆ ଦେବରାଜ ବସ୍ତିଆ ନିମନ୍ତ୍ରିତ ଅତିଥିଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ସୁମାର୍ଗର ନିଦର୍ଶକ ବୋଲି କହିଥିଲେ ।

Omkar Vasthu
Omkar Vasthu

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସମୀର ପ୍ରଧାନ ବରିଷ୍ଠ ନାଗରିକ ପରବର୍ତ୍ତୀ ପିଢ଼ିର ମାର୍ଗଦର୍ଶକ ବୋଲି କହିଥିଲେ । ଉପସ୍ଥିତ ପ୍ରାର୍ଥନା ସଭାରେ ଶିକ୍ଷକ ସୁରେନ୍ଦ୍ର କମ୍ପ, ସ୍ନେହାପ୍ରଭା ମହାପାତ୍ର,ଶୈଳେନ୍ଦ୍ର ବସ୍ତିଆ, ନୃପମଣୀ ମହାଳିକ, ଦୀପ୍ତିମୟୀ ବୈଠାର,ବନିତା ମେହେର ବୟୋଜ୍ୟେଷ୍ଠ ଙ୍କୁ ସମ୍ମାନ ଜାତିର ସମ୍ମାନ ବୋଲି କହିଥିଲେ । ଶେଷରେ ଶିକ୍ଷକ ରଂଜୁ ଅମାତ ଧନ୍ୟବାଦ ଅର୍ପଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.