ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପାଇଁ ପୁସ୍ତକ ଆହ୍ୱାନ

ନୂଆଦିଲ୍ଲୀ,୨/୮: କେନ୍ଦ୍ର ସାହିତ୍ୟ ଅକାଦେମୀ ପକ୍ଷରୁ ୨୦୨୦ ମସିହାର ଯୁବ ପୁରସ୍କାର ପାଇଁ ପୁସ୍ତକ ଆହ୍ୱାନ କରାଯାଇଛି। ଦେଶର ସ୍ଵୀକୃତିପ୍ରାପ୍ତ ୨୪ଟି ଭାଷାର ୩୫ ବର୍ଷ ବା ସେଥିରୁ କମ୍ ବୟସର ଲେଖକମାନେ ଏଥିପାଇଁ ଆବେଦନ କରି ପାରିବେ। ଆବେଦନର ଶେଷ ତାରିଖ ୩୦ ଅଗଷ୍ଟ ରହିଛି ବୋଲି ଅକାଦେମୀର ସଚିବ ଡ. କେ.ଶ୍ରୀନିବାସରାଓ ଜଣାଇଛନ୍ତି। ଅଧିକ ସୂଚନା ପାଇଁ ଅକାଦେମୀ ୱେବସାଇଟ୍ http://sahitya-akademi.gov.in/ରେ ଉପଲବ୍ଧ।

Omkar Vasthu
Omkar Vasthu

ଏଠାରେ ସୂଚନାଯୋଗ୍ୟ ଯେ, ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ବାବଦରେ ୫୦ହଜାର ନଗଦ ଅର୍ଥରାଶି ସହ ତାମ୍ର ଫଳକ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥାଏ।

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ଓଡ଼ିଆ ବାର୍ତ୍ତା ସାହିତ୍ୟ ଗ୍ରୁପ ଜଏନ୍ କରନ୍ତୁ

 

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.