ବେପାରୀଙ୍କ ବେପାରୁଆ ନୀତିରେ ଖାଉଟିଙ୍କୁ ବଳି

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ବାଲିଗୁଡ଼ା ଉପଖଣ୍ଡ ଓଡ଼ିଶାର ସବୁଠାରୁ ବଡ ଉପଖଣ୍ଡ ଏହାରି ଉପରେ ନିର୍ଭର କରନ୍ତି ନଅଟି ବ୍ଲକ ଅଞ୍ଚଳ ହଜାର ହଜାର ଜନ ସମୁହ l କିଏ ତ କୋର୍ଟ, ଜମିଜମା ଓ ଏସଡିପିଓ ପୋଲିସ୍ ସହ ବିଭିନ୍ନ ଲାଇନ ବିଭାଗ କାର୍ଯ୍ୟାଳୟକୁ ଆସିଥାନ୍ତି ଏବଂ ଗରିବ ଠାରୁ ଧନି ଓ ଶିକ୍ଷିତ ବାଲିଗୁଡ଼ାଏନ୍.ଏ.ସି ମଧ୍ୟରେ ନିଜ ପରିବାର ନେ଼ଇ ରହି ଆସୁଥିବା ବେଳେ ଉଚ୍ଚଶିକ୍ଷା ଓ ପିଲାଙ୍କ ପାଠପଢା ପାଇଁ ପାଖାପାଖି ବ୍ଲକର କର୍ମଚାରୀଙ୍କ ପରିବାର ରହିଆସୁଛନ୍ତି l ପ୍ରତ୍ୟେକ ପରିବାର ନିଜନିଜ ନିତିଦିନ ଖାଦ୍ୟ ସାମଗ୍ରୀ ପାଇଁ ନିର୍ଭର କରନ୍ତି ବାଲିଗୁଡ଼ା ଏନ୍ଏସିରେ ଥିବା ବଡ଼ବଡ଼ ତେଜରାତି ଦୋକାନ ଉପରେ ହେଲ ତେଜରାତି ଦୋକାନୀ ନିଜର ବେପାରୁଆ ନିତିପାଇଁ ବଳି ପକଉ ଛନ୍ତି ଖାଉଟିଙ୍କୁ କାରଣ ସମେତ ବିଭିନ୍ନ ବ୍ଲକର ଲୋକେ ଆଜି ଦିନରେବି ସଚେତନ ହେଉ ନ ଥିବାବେଳେ ଖାଉଟି ବିଭାଗ ହେଉ ଅବା ଅନ୍ୟ ବିଭାଗ ଯେଉମାନକ ଦାୟିତ୍ଵ ଅଛି ଖାଉଟି ସାମଗ୍ରୀକୁ ତନଖିକରିବା ସେଇ ବିଭାଗ ଅଧିକାରିଙ୍କ ଅବହେଳା ନା କୌଣସି ମୋଟା ଅଙ୍କରେ ଅଧିକାର ଦୋକନୀ ଓ ହୋଲସେଲରଙ୍କ ଦାୟିତ୍ଵ ବିକ୍ରି କରି ଦେଇଛନ୍ତି ଯାହରି ପାଇଁ ଆଜି ବଜାରରେ କୁଇଁନଟାଲ୍ କୁଇଁନଟାଲ ଡ଼ାଲଡ଼ା ଘିଅ ସହ ବିଭିନ୍ନ ମସଲା ପ୍ୟାକେଟ ସବୁ ଏକ୍ସପାର ପରେବି ବିକ୍ରୀ କରି ଲକ୍ଷେ ଲକ୍ଷେ ଟଙ୍କା ରୋଜଗାର କରି ଅଫର ଉଠେଇ ବିଭିନ୍ନ ଦେଶ ବିଦେଶ ବୁଲି ଖାଉଟିଙ୍କୁ ବଳିଦେବାକୁବି ପଛଉନଥିବା ଦେଖିବାକୁ ମିଳୁଛି l ଏପଟେ ଜିଏସଟି ଠକିବା ମଧ୍ୟ ନଜରି ଆସୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଉପଖଣ୍ଡରେ ଉପଜିଲ୍ଲାପାଳ ସହ ଏସଡିପିଓ ପୋଲିସ୍ ଓ ଯୋଗାଣ ଅଧିକାରମାନ ରହୁଥିଲେବି ଏଭଳି ଭେଜାଲ ଓ ଏକ୍ସପାଇଅର୍ ସାମଗ୍ରୀ ବିକ୍ରୀ ଉପରେ ରୋକ ଲାଗିବା ବଦଳରେ ଦିନକୁ ଦିନ ବେପାରୀ ଓ ହୋଲସେଲର୍ ମାନଙ୍କ ଉଦ୍ଧତତା ବଢିବାର ଲାଗିଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.