ଗୋଲାପି ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କଂଅସର ଗ୍ରାମ ପଞ୍ଚାୟତରେ ଗୋଲାପି ଫାଉଣ୍ଡେସନ ତରଫରୁ ରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଓ ଔଷଧ ବିତରଣ କରାଯାଇଛି । ଏଥିରେ ୧୬୦ ଜଣ ଲୋକଙ୍କୁ ଚିକିତ୍ସା କରାଯାଇଥିଲା l କାର୍ଯ୍ୟକ୍ରମ ରେ କଂଅସର ଗ୍ରାମ ପଞ୍ଚାୟତ ର ସରପଞ୍ଚ ହେମକାନ୍ତି ସାହୁ, ଆତ୍ମା ଅଧକ୍ଷ ଶ୍ରୀ ହେମନ୍ତ ସାହୁ, ଡଃ ନମିତା ବିଶି, ବିଶ୍ଵଜିତ ମିଶ୍ର, ଗଣ୍ଡପତ୍ରା ପାଳି ସରପଞ୍ଚ ମନୀଷ ସୁନା, ଇମରସନ, ଲୋଚନ୍ ସାହୁ, ବୈକୁଣ୍ଠ ସେଠ୍, କମଲ ସାହୁ, ଅଭିଷେକ ଦଣ୍ଡସେନା, ଫାର୍ମାସିଷ୍ଟ ପୁରୁଷୋତ୍ତମ ସାହୁ, ପ୍ରହ୍ଲାଦ ମାଝୀ, ନର୍ସିଂ ଅଧିକାରୀ ଇତିଶ୍ରୀ ପ୍ରଧାନ, ରୁବି ପେଣ୍ଠୁଆ ଏବଂ ଗୋଲାପି ଫାଉଣ୍ଡେସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ସମସ୍ତ ଗ୍ରାମ ବାସୀ ମଧ୍ୟ୍ୟ ସହଯୋଗ କରିଥିବା ଦେଖିବାକୁ ମିଳି ଥିଲା ଆଗକୁ ମଧ୍ୟ୍ୟ ବିଭିନ୍ନ ଗ୍ରାମପଞ୍ଚାୟତ ରେ ଗୋଲାପି ଫାଉଣ୍ଡେସନ ତରଫରୁ ରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହେବ ବୋଲି ଫାଉଣ୍ଡେସନ ଅଧକ୍ଷ୍ୟ ସୁବ୍ରତ ନାଗ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.