ଧର୍ମପରାୟଣ ବ୍ୟକ୍ତି ପୀତବାସ ସାହୁଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ):  ସଇଁତଲା ବ୍ଲକ ବୁଡ଼ାବାହାଲ ଗ୍ରାମପଞ୍ଚାୟତ ଡୁଙ୍ଗରିପାଲି ଗ୍ରାମର ଧର୍ମପରାୟଣ ବ୍ୟକ୍ତି ପୀତବାସ ସାହୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହେଉଥିଲା। ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଦୁଇଟି ପୁଅ ହର୍ଷବର୍ଦ୍ଧନ ଓ ଧ୍ରୁବଚରଣ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସମସ୍ତ ଝିଅ ଯୁଆଇ ଭାଇ, ନାତି, ନାତୁଣୀ, ଉପସ୍ଥିତ ଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.