ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବିଶ୍ୱକର୍ମା ସମାଜର ନୂତନ କର୍ମକର୍ତ୍ତା ଚୟନ ନେଇ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି |ଏଥିରେ ପାଞ୍ଚ ଜଣିଆ ଉପଦେଷ୍ଟା ମଣ୍ଡଳୀ ଧନୁର୍ଜୟ ମହାରଣା, ଗଣେଶ ପ୍ରସାଦ ମହାରଣା, ଶରତ ଚନ୍ଦ୍ର ମହାରଣା, ଦୀନବନ୍ଧୁ ମହାରଣା, ନିରଞ୍ଜନ ମହାରଣା ରହିଥିବା ବେଳେ ସଭାପତି ଶେଷଦେବ ମହାରଣା, ଉପସଭାପତି ପ୍ରଶାନ୍ତ ମହାରଣା (ବୁଦ୍ଧିଆ), କାର୍ଯ୍ୟକାରୀ ସଭାପତି ଈଶ୍ୱର ମହାରଣା, ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ମହାରଣା, ଯୁଗ୍ମ ସମ୍ପାଦକ ରଞ୍ଜନ ମହାରଣା, ବ୍ରଜମୋହନ ମହାରଣା, ସଂଗଠନ ସମ୍ପାଦକ (ମହାସଚିବ) ସୁରେଶ କୁମାର ମହାରଣା ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ମାନସ ରଞ୍ଜନ ମହାରଣା, କାର୍ଯ୍ୟ କାରିଣୀ ମୁଖ୍ୟ ସୁରେସନ ମହାରଣା (ଅକୁର), ସୌମ୍ୟ ରଞ୍ଜନ ମହାରଣା, ଭଗବାନ ମହାରଣା, ସାଇଚରଣ ମହାରଣା, ରାଜେଶ ମହାରଣା (କାଳୁ), ସାଇ ପ୍ରସାଦ ମହାରଣା, ଜୟଦେବ ମହାରଣା, ଦିଲୀପ ମହାରଣା ପ୍ରମୁଖ ମନୋନୀତ ହେବା ସହ ନୂତନ କର୍ମକର୍ତାଙ୍କୁ ସମାଜ ତରଫରୁ ଶୁଭେଚ୍ଛା ଜ୍ଞାପନ କରା ଯାଇଥିଲା | ନୂତନ କର୍ମକର୍ତ୍ତା ମଧ୍ୟ ଏହି ଗୁରୁ ଦାୟିତ୍ୱକୁ ଆମେ ସୂଚାରୁ ରୂପେ ସମ୍ପାଦନ କରିବୁ ବୋଲି ଶପଥ କରିଥିଲେ |





